ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଟ୍ରକକୁ ପିଟିଲା ଟ୍ରକ୍‌, ଜଳିଗଲେ ଡ୍ରାଇଭର।

Advertisment

କଳାହାଣ୍ଡି ଭବାନିପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭବାନୀପାଟଣା ସଦର ଥାନା ପାଷ୍ଟି କୁଡ଼ିଠାରୁ ନାଶିଗାଁ ମଝିରେ ଟ୍ରକକୁ ପିଟିଲା ଟ୍ରକ୍‌। ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର।

କଳାହାଣ୍ଡି ଭବାନିପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭବାନୀପାଟଣା ସଦର ଥାନା ପାଷ୍ଟି କୁଡ଼ିଠାରୁ ନାଶିଗାଁ ମଝିରେ ଟ୍ରକକୁ ପିଟିଲା ଟ୍ରକ୍‌। ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର।

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର

ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର Photograph: (KanakNews )

କନକ ବ୍ୟୁରୋ: କଳାହାଣ୍ଡି ଭବାନିପାଟଣାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭବାନୀପାଟଣା ସଦର ଥାନା ପାଷ୍ଟି କୁଡ଼ିଠାରୁ ନାଶିଗାଁ ମଝିରେ ଟ୍ରକକୁ ପିଟିଲା ଟ୍ରକ୍‌। ଟ୍ରକ୍‌ ସହ ଜଳିଗଲେ ଡ୍ରାଇଭର। ଭୋର ୪ଟା ବେଳେ ପାଷ୍ଟି ଗୁଡ଼ାଠାରେ ଏକ ଚାଉଳ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ୍‌। ଫଳରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା। ଏହି ନିଆଁରେ କୋଇଲା ଟ୍ରକ୍ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପୋଲିସ ମଧ୍ୟ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe