କନକ ବ୍ୟୁରୋ: ବାରିପଦା ମରୋଡ଼ା ଥାନା ଅଞ୍ଚଳରେ ଲଜ୍ଜ୍ୟା । ମେଳା ବୁଲିବାକୁ ଯାଇଥିବା ଜୈନିକ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ରାସ୍ତାକଡରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ । ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ଡାକ୍ତର । ଅନ୍ୟପଟେ ପୀଡିତାଙ୍କ ବାପା ମୋରଡ଼ା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣି ଏତଲା ଦେଇଛନ୍ତି । ମୋରଡା ଥାନା ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରୁଛି ।
ବାରିପଦାରେ ଲଜ୍ଜ୍ୟା । ମେଳା ବୁଲିବାକୁ ଯାଇଥିବା ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
ବାରିପଦା ମରୋଡ଼ା ଥାନା ଅଞ୍ଚଳରେ ଲଜ୍ଜ୍ୟା । ମେଳା ବୁଲିବାକୁ ଯାଇଥିବା ଜୈନିକ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାକୁ ରାସ୍ତାକଡରୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରି ବାରିପଦା ମେଡିକାଲରେ ଭର୍ତ୍ତି କରିଛନ୍ତି ସ୍ଥାନୀୟ ଲୋକ ।
/kanak/media/media_files/2024/10/17/g6WVim6LocTOxYHhUpKz.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)