କନକବ୍ୟୁରୋ : ନାକେଦମ କରୁଛି ରାଜଧାନୀ ଭିଡ଼। ଘଣ୍ଟା ଘଣ୍ଟା ଧରି ଠପ୍ ହୋଇଯାଉଛି ଟ୍ରାଫିକ ବ୍ୟବସ୍ଥା। ରାସ୍ତା ଉପରେ ଛିଡ଼ା ହୋଇ ରହୁଛି ଗାଡ଼ି । ଜରୁରୀ କାମ ପାଇଁ ବାହାରକୁ ଯାଉଥିଲେ ହେବାକୁ ପଡ଼ୁଛି ହନ୍ତସନ୍ତ । ଏମିତି ଭିଡ଼ ଦେଖି ଆଗକୁ ପୂଜା ଦେଖିବାକୁ ରାଜଧାନୀ ଆସିବେ କି ନାହିଁ, ତାକୁ ନେଇ ଦ୍ବନ୍ଦ୍ବରେ ସାଧାରଣ ଲୋକେ ।
ନାକେଦମ କରୁଛି ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ,ହନ୍ତସନ୍ତ ସାଧାରଣ ଜନତା
ନାକେଦମ କରୁଛି ରାଜଧାନୀ ଭିଡ଼। ଘଣ୍ଟା ଘଣ୍ଟା ଧରି ଠପ୍ ହୋଇଯାଉଛି ଟ୍ରାଫିକ ବ୍ୟବସ୍ଥା। ରାସ୍ତା ଉପରେ ଛିଡ଼ା ହୋଇ ରହୁଛି ଗାଡ଼ି ।
/kanak/media/media_files/Hxbpf7nW4TQ1jQVZrd90.jpg)