ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି । ଆହୁରି ୬୦ ଦିନ ବଢ଼ାଇଲେ ଗୃହ ବିଭାଗ  ।

Advertisment

ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ବଢିଥିଲା ନିଲମ୍ୱନ ଅବଧି ।

ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ୱନ ଅବଧି । ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ବଢିଥିଲା ନିଲମ୍ୱନ ଅବଧି ।

ବଢ଼ିଲା ବିବାଦୀୟ ବାବୁଙ୍କ ନିଲମ୍ୱନ ଅବଧି

Photograph: (kanaknews)

କନକ ବ୍ୟୁରୋ : ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କ ନିଲମ୍ବନ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛି ଗୃହ ବିଭାଗ । ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା ।

ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମାମଲାର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା କମିଟିର ବୈଠକ ହୋଇଥିଲା । ସମୀକ୍ଷା କମିଟି ସମସ୍ତ ଦଲିଲକୁ ଯାଞ୍ଚ କରିବା ପରେ ରାଜଶେ ପଣ୍ଡିତଙ୍କ ନିଲମ୍ବନ ଅବଧି ବୃଦ୍ଧି ପାଇଁ ସୁପାରିଶ କରିଥିଲେ । ଏହାପରେ ତାଙ୍କ ନିଲମ୍ବନ ଅବଧିକୁ ଆହୁରି ୬୦ ଦିନ ବୃଦ୍ଧି କରାଯାଇଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe