ବଢ଼ିବ ଭାରତୀୟ ନୌସେନାର ଶକ୍ତି । ଡିସେମ୍ବରରେ ସାମିଲ ହେବ ନୂଆ ନ୍ୟୁକ୍ଲିୟର ସବମେରାଇନ

Advertisment

ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ନୌସେନାରେ ସାମିଲ ହେବ ନ୍ୟୁକ୍ଲିୟର ସବମେରାଇନ । ଏହା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଂଜୁରୀ ମିଳିଛି । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ପରମାଣୁ ସମ୍ପନ୍ନ ସବମେରାଇନ ପାଇଁ ପ୍ରାୟ ୪୦ହଜାର କୋଟି ବ୍ୟୟ କରିବେ ସରକାର ଓ ଏହା ପାଇଁ ଅର୍ଥ ମଧ୍ୟ ମଂଜୁର କରାଯାଇଛି । 

navy

କନକ ବ୍ୟୁରୋ : ଅଧିକ ଶକ୍ତିଶାଳୀ ହେବ ଭାରତୀୟ ସେନା । ନୌସେନାରେ ସାମିଲ ହେବ ନ୍ୟୁକ୍ଲିୟର ସବମେରାଇନ । ଏହା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଂଜୁରୀ ମିଳିଛି । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ପରମାଣୁ ସମ୍ପନ୍ନ ସବମେରାଇନ ପାଇଁ ପ୍ରାୟ ୪୦ହଜାର କୋଟି ବ୍ୟୟ କରିବେ ସରକାର ଓ ଏହା ପାଇଁ ଅର୍ଥ ମଧ୍ୟ ମଂଜୁର କରାଯାଇଛି । 

ହିନ୍ଦ ମହାସାଗରେ ମୁତୟନ ହେବ ନ୍ୟୁକ୍ଲିୟର ସବମେରାଇନ । ଚୀନର ଦବଦବାକୁ ପ୍ରତିହିତ କରିବ ଭାରତ , ସାମରିକ ବଳକୁ ଅଧିକ ମଜଭୁତ କରିବ ।ଏହାକୁ ବିଶାଖପାଟଣା ବିଲିଂ ସିପିଂ ୟାଡରେ ନିର୍ମାଣ କରାଯିବ । ରୁଷ ଓ ଭାରତ ମିଶିକି ନିର୍ମାଣ କରିବେ , ଲାର୍ସେନ ଆଣ୍ଡ ଟ୍ରୁବୋ କମ୍ପାନୀ ୨୦ ପ୍ରତିଶତ କାମ କରିବ । ଭାରତ ୮୦ ପ୍ରତିଶତ ନିର୍ମାଣ କାମ କରିବ । ବର୍ତ୍ତମାନ ଦୁଇଟି ସବମେରାଇନ ନିର୍ମାଣ କରାଯିବ ଓ ପରେ ଆଉ ୪ଟି କରାଯିବ । ଭାରତୀୟ ନୌସେନାର କଲାବରୀ ଶ୍ରେଣୀର ଏହି ସବମେରାଇନ ସ୍କୋପ୍ରିୟନ ଶ୍ରେଣୀଠୁ ବି  ଅଧିକ ଶକ୍ତିଶାଳୀ । ଏହା ଡିଜେଲ ଓ ଇଲେକ୍ଟ୍ରିକରେ ଚାଲିବା ସହ କୌଣସି ବି ସ୍ଥାନରୁ ଆକ୍ରମଣ କରିପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe