ସ୍ୱାବଲମ୍ବୀ କରିଛି ବଣ୍ଡାଘାଟିର ଷ୍ଟ୍ରବେରୀ । ବଜାରରେ ବଢୁଛି ଚାହିଦା, ଆଇଟିଡିଏ ତରଫରୁ ମିଳିଛି ସହାୟତା

Advertisment

 ବଣ୍ତାଘାଟିର ବଣ୍ତାପଡା ଓ ପଡେଇଗୁଡା ଗାଁରେ ଷ୍ଟ୍ରବେରୀ ଚାଷ ହୋଇଛି । ମାଲକାନଗିରି ଆଇଟିଡିଏ ତରଫରୁ ବଣ୍ତା ଚାଷୀଙ୍କୁ ସହାୟତା ମିଳିଛି। ଷ୍ଟବେରୀ ଚାଷ କରିବା ପାଇଁ ବେଡ ଠାରୁ ଆରମ୍ଭ କରି ଚାଷ କାର୍ୟ୍ୟରେ ବ୍ୟବହୃତ ଚାରା, ପଲିଥିନ ଓ ଜଳସେଚନର ସୁବିଧା କରାଯାଇଛି। ଅମଳ ହେଉଥିବା ଷ୍ଟବେରୀକୁ ୨୫୦ ଗ୍ରାମ ପ୍ୟାକେଟ କରି ସ୍ଥାନୀୟ ମାର୍କେଟରେ ୧୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହାସହ ଚାଷୀଙ୍କ ନିକଟକୁ ଆସି ଷ୍ଟ୍ରବେରୀ କିଣି ନେଉଛନ୍ତି ଗ୍ରାହକ । 

3STRAVERY

3STRAVERY Photograph: (3STRAVERY)

କନକ ବ୍ୟୁରୋ : ପାହାଡିଆ ଅଂଚଳରେ ଫଳିଛି ଲାଲ ଟହଟହ ଫଳ । ଲାଭ ଦେଉଛି, ସ୍ବାବଲମ୍ବୀ କରିଛି । ମାଲକାନଗିରି ଜିଲ୍ଲା ବଣ୍ତାଘାଟିରେ ଷ୍ଟ୍ରବେରୀ ଚାଷର ଚାହିଦା ବଢ଼ୁଛି । ଏହି ଚାଷ କରିବା ପାଇଁ ମନ ବଳାଉଛନ୍ତି ଆଦିମ ଚାଷୀ । ଏ ଚିତ୍ର ହେଉଛି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ତାଘାଟିର । ପାହାଡ ତଳେ ଭିନ୍ନ ଭିନ୍ନ ସ୍ଥାନରେ ଫଳୁଛି ଷ୍ଟ୍ରବେରୀ । ଗତବର୍ଷ ମାତ୍ର ୨ ଜଣ ଚାଷୀ ଷ୍ଟ୍ରବେରୀ ଚାଷ କରିଥିଲେ । କିନ୍ତୁ ଚଳିତ ବର୍ଷ ୧୨ ଜଣ ବଣ୍ତା ଚାଷୀ ଘାଟି ଅଂଚଳର ୧୦ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି । 

 ବଣ୍ତାଘାଟିର ବଣ୍ତାପଡା ଓ ପଡେଇଗୁଡା ଗାଁରେ ଷ୍ଟ୍ରବେରୀ ଚାଷ ହୋଇଛି । ମାଲକାନଗିରି ଆଇଟିଡିଏ ତରଫରୁ ବଣ୍ତା ଚାଷୀଙ୍କୁ ସହାୟତା ମିଳିଛି। ଷ୍ଟବେରୀ ଚାଷ କରିବା ପାଇଁ ବେଡ ଠାରୁ ଆରମ୍ଭ କରି ଚାଷ କାର୍ୟ୍ୟରେ ବ୍ୟବହୃତ ଚାରା, ପଲିଥିନ ଓ ଜଳସେଚନର ସୁବିଧା କରାଯାଇଛି। ଅମଳ ହେଉଥିବା ଷ୍ଟବେରୀକୁ ୨୫୦ ଗ୍ରାମ ପ୍ୟାକେଟ କରି ସ୍ଥାନୀୟ ମାର୍କେଟରେ ୧୦୦ ଟଙ୍କାରେ ବିକ୍ରି କରାଯାଉଛି । ଏହାସହ ଚାଷୀଙ୍କ ନିକଟକୁ ଆସି ଷ୍ଟ୍ରବେରୀ କିଣି ନେଉଛନ୍ତି ଗ୍ରାହକ । 

ଚଳିତବର୍ଷ ଷ୍ଟ୍ରବେରୀ ଚାଷ ଭଲ ଲାଭ ଦେଉଥିବାରୁ ଆଗକୁ ଘାଟି ଅଂଚଳରେ ଚାଷୀଙ୍କ ସଂଖ୍ୟା ବଢିବା ନେଇ ଅନୁମାନ କରାଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe