ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ ; ଭଦ୍ରକ , କେନ୍ଦ୍ରାପଡାରେ ପ୍ରଭାବ ଅନୁଭୂତ

ବାତ୍ୟାକୁ ନେଇ ଆଉ ଏକ ବଡ ଖବର । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି ।

49++++++++

କନକ ବ୍ୟୁରୋ: ବାତ୍ୟାକୁ ନେଇ ଆଉ ଏକ ବଡ ଖବର । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି ।  ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ । ପାରାଦୀପରେ ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ । ଏବେ ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe