କନକ ବ୍ୟୁରୋ: ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା । ପାରାଦୀପ ଡପଲର ରାଡାରରୁ ବାତ୍ୟା ଉପରେ ରହିଛି ନଜର ।
ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା: ପାରାଦୀପଠାରୁ ୧୫୦, ଧାମରାଠାରୁ ୨୮୦ କିମି ଦୂରରେ ରହିଛି ‘ଦାନା’
ଘଣ୍ଟାପ୍ରତି ୧୦ କିମି ବେଗରେ ଉପକୂଳକୁ ଆସୁଛି ବାତ୍ୟା । ଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୦ କିମି ବେଗରେ ଆସୁଛି । ବାତ୍ୟା ବର୍ତ୍ତମାନ ପାରାଦୀପଠାରୁ ୧୫୦ କିମି ଦୂରରେ ରହିଛି, ଧାମରାଠାରୁ ୧୮୦ କିମି, ସାଗରଦ୍ୱୀପଠାରୁ ୨୫୦ କିମି ଦୂରରେ ରହିଛି ବାତ୍ୟା ଦାନା ।