କନକ ବ୍ୟୁରୋ: ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି ବାତ୍ୟା । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବ । କେନ୍ଦ୍ରସ୍ଥଳୀରେ ପବନ ବେଗ ୯୫ରୁ ୧୦୫ କିମି ରହିଛି । ଆଜି ରାତି କିମ୍ବା କାଲି ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବ ବାତ୍ୟା । ଖୋର୍ଦ୍ଧା ପୁରୀରେ ୬୦ରୁ ୮୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ କିମି ବେଗରେ ପବନ ବହିବ । ୨୪ ଘଣ୍ଟା ଭିତରେ ଉପକୂଳରେ ସାମାନ୍ୟରୁ ମଧ୍ୟମ ବର୍ଷା । ଆଜି ଓ କାଲି ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା । ୧ରୁ୨ ମିଟର ଯାଏଁ ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା । କେନ୍ଦ୍ରାପଡା ଓ ଭଦ୍ରକରେ ସାମୁଦ୍ରିକ ଜୁଆର ଆସିବ ।
ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା: ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି ବାତ୍ୟା
ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା । ପାରାଦୀପଠାରୁ ୨୦୦ କିମି ଦୂରରେ ରହିଛି ବାତ୍ୟା । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ପ୍ରଭାବିତ ହେବ । କେନ୍ଦ୍ରସ୍ଥଳୀରେ ପବନ ବେଗ ୯୫ରୁ ୧୦୫ କିମି ରହିଛି ।
/kanak/media/media_files/2024/10/24/jyNjgo8FyvfxTgbp6O1S.jpg)