ବିକାଶ ମେଳା ଜରିଆରେ ରାଜ୍ୟବାସୀଙ୍କୁ ଶହେ ଦିନର ହିସାବ ଦେଲେ ରାଜ୍ୟ ସରକାର । ବିରୋଧୀଙ୍କ କଟାକ୍ଷ

Advertisment

ଗୋଟିଏ ପଟେ ବିଜେପି ସରକାର ପାଳୁଛନ୍ତି ଶହେ ଦିନର ପୂର୍ତି ଉତ୍ସବ । ଜିଲ୍ଲାସ୍ତରରେ ବିକାଶ ମେଳା କରି ସଫଳତା ବଖାଣୁଛନ୍ତି ରାଜ୍ୟ ସରକାର ।

ଗୋଟିଏ ପଟେ ବିଜେପି ସରକାର ପାଳୁଛନ୍ତି ଶହେ ଦିନର ପୂର୍ତି ଉତ୍ସବ । ଜିଲ୍ଲାସ୍ତରରେ ବିକାଶ ମେଳା କରି ସଫଳତା ବଖାଣୁଛନ୍ତି ରାଜ୍ୟ ସରକାର ।

mela

କନକବ୍ୟୁରୋ : ଗୋଟିଏ ପଟେ ବିଜେପି ସରକାର ପାଳୁଛନ୍ତି ଶହେ ଦିନର ପୂର୍ତି ଉତ୍ସବ। ଜିଲ୍ଲାସ୍ତରରେ ବିକାଶ ମେଳା କରି ସଫଳତା ବଖାଣୁଛନ୍ତି ରାଜ୍ୟ ସରକାର। ଲୋକଙ୍କୁ ଜଣାଉଛନ୍ତି ଶହେ ଦିନର ଉପଲବ୍ଧି।

ଅନ୍ୟପରେ ଭୁବନେଶ୍ୱରରେ ସାମ୍ୱାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛି ବିଜେଡି। ସରକାରଙ୍କ ଶହେ ଦିନ ଭିତରେ ଭରତପୁର ଘଟଣା ବଡ ସଫଳତା ବୋଲି କଟାକ୍ଷ କରିଛନ୍ତି ବିରୋଧୀ। 

ବିଜେପି ଶହେ ଦିନର ସଫଳତା ପାଳୁଥିବା ବେଳେ ବିଜେଡି ଭରତପୁର ଘଟଣାକୁ ନେଇ ବନ୍ଦ ଡାକରା ଦେଇଛି। ଏପରି ସମ୍ୱେଦନଶୀଳ ଘଟଣାକୁ ଚପେଇ ଦେବା ପାଇଁ ବିଜେପି ରାଜ୍ୟ ସାରା ବିକାଶ ମେଳା କରୁଥିବା କହିଛନ୍ତି ବିଜେଡି ନେତା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe