କନକ ବ୍ୟୁରୋ : ଆରମ୍ଭ ହୋଇଯାଇଛି ପବିତ୍ର କାର୍ତ୍ତିକ ମାସ । ପୁଣ୍ୟ ମାସରେ ଧର୍ମ ଅର୍ଜନ କରିବାକୁ ଶ୍ରୀକ୍ଷେତ୍ରରେ ଜମୁଛି ହବିଷିଆଳିଙ୍କ ଭିଡ଼ । ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ । ଏହାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରୁଛନ୍ତି ହବିଷିଆଳି ମା’ । ଶ୍ରୀକ୍ଷେତ୍ରରେ ହବିଷିଆଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆନନ୍ଦର ସହିତ ରାଇ,ଦାମୋଦର ବେଶରେ ଗୀତ ଗାଇ ନାଚି କାର୍ତ୍ତିକ ବ୍ରତ ପାଳନ କରୁଛନ୍ତି ବ୍ରତଧାରୀ ।
ଶ୍ରୀକ୍ଷେତ୍ରରେ ଶୁଭୁଛି ହବିଷିଆଳିଙ୍କ ହୁଳହୁଳି : ଶ୍ରଦ୍ଧା ଓ ଭକ୍ତିର ସହ ପାଳୁଛନ୍ତି କାର୍ତ୍ତିକ ବ୍ରତ
ପବିତ୍ର ନରେନ୍ଦ୍ର ପୁଷ୍କରିଣୀ ଓ ମହୋଦଧିରେ ସ୍ନାନ କରିବା ପରେ ତୁଳସୀ ଚଉଁରା ମୂଳେ ରାଇ ଦାମୋଦରଙ୍କୁ ପୂଜା କରିଛନ୍ତି ବ୍ରତଧାରୀ ।
/kanak/media/media_files/2025/10/09/puri-2025-10-09-09-09-04.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)