କନକ ବ୍ୟୁରୋ: ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ମାଡ଼ି ବସିଲା ପୋଲିସ । ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ । ଖଣ୍ଡଗିରି ଅଞ୍ଚଳର ଏକ ଘରେ ଏହି ସେକ୍ସ କାରବାର ଚାଲିଥିଲା । ଖବର ପାଇ ପୋଲିସ ଚଢାଉ କରିଛି। ନୟାଗଡ଼ର ଜଣେ ରାଣୀ ମହୁମାଛୀଙ୍କ ଜରିଆରେ ଏହି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଛି।
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ ; ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ପୁଲିସ
ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍ । ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ପୁଲିସ । ନୟାଗଡ଼ର ରାଣୀ ମହୁମାଛିଙ୍କ ଜରିଆରେ ଚାଲିଥିଲା ଦେହ ବ୍ୟବସାୟ । ଅଧିକ ତଦନ୍ତ ଜାରି ।
/kanak/media/media_files/2024/11/28/svcwZVFmv6GemJAbghWg.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)