ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

Advertisment

ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଶେଷରେ ବିଜେଡିର ସାଥ୍ ଦେଇନଥିବା କଂଗ୍ରେସ ୟା ଭିତରେ ନବୀନଙ୍କ ସାଥୀ ସାଜିଛନ୍ତି ।

ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଶେଷରେ ବିଜେଡିର ସାଥ୍ ଦେଇନଥିବା କଂଗ୍ରେସ ୟା ଭିତରେ ନବୀନଙ୍କ ସାଥୀ ସାଜିଛନ୍ତି ।

odisha-assembly

Photograph: (kanak news)

କନକ ବ୍ୟୁରୋ:ଆସନ୍ତା କାଲିଠାରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପ୍ରଥମ ପର୍ଯ୍ୟାୟ ଶେଷରେ ବିଜେଡିର ସାଥ୍ ଦେଇନଥିବା କଂଗ୍ରେସ ୟା ଭିତରେ ନବୀନଙ୍କ ସାଥୀ ସାଜିଛନ୍ତି । ରାଜ୍ୟସଭା ପ୍ରସଙ୍ଗରେ ୨ ଦଳ ଏକାଠି ହୋଇଛନ୍ତି । ହେଲେ ଗୃହ ବାହାରେ ଏକସ୍ବର ହୋଇଥିବା ଦୁଇ ବିରୋଧୀ, ଗୃହ ଭିତରେ ଓଡ଼ିଶାର ସ୍ବାର୍ଥ ପାଇଁ ଏକସ୍ବର ହେବେ ତ? ଆଲୋଚନା ନା ହଙ୍ଗାମା, କଣ ରହିବ ବିରୋଧୀଙ୍କ ଆଭିମୁଖ୍ୟ? ଦେଖନ୍ତୁ ଏହି ରିପୋର୍ଟ ।

ଆହୁରି ପଢ଼ନ୍ତୁ:ଆଜି ମିଳିବ ସୁଭଦ୍ରା ଟଙ୍କା , ବିଶ୍ୱ ମହିଳା ଦିବସ ଅବସରରେ ମହିଳାଙ୍କ ଆକାଉଣ୍ଟକୁ ଆସିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe