ମାଡ଼ି ଆସୁଛି ସମୁଦ୍ର; ଲୀନ ହେଉଛି ସମୁଦ୍ରକୂଳରେ ଥିବା ଝାଉଁଗଛ

Advertisment

ଗତ ଦୁଇଦିନ ହେଲା ପୂର୍ଣ୍ଣିମା ଦିନ ଠାରୁ ବଡ଼ ବଡ଼ ଉଚ୍ଚ ଜୁଆର ଆସିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନିକଟବର୍ତ୍ତି ଗାଁ ରାମତରା, ପଦ୍ମପୁର ଗାଁର ଶତାଧିକ ଲୋକ ଆତଙ୍କିତ ଅଛନ୍ତି ।

ଗତ ଦୁଇଦିନ ହେଲା ପୂର୍ଣ୍ଣିମା ଦିନ ଠାରୁ ବଡ଼ ବଡ଼ ଉଚ୍ଚ ଜୁଆର ଆସିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନିକଟବର୍ତ୍ତି ଗାଁ ରାମତରା, ପଦ୍ମପୁର ଗାଁର ଶତାଧିକ ଲୋକ ଆତଙ୍କିତ ଅଛନ୍ତି ।

sea

Photograph: (Kanak News)

କନକ ବ୍ୟୁରୋ : ପୁଣି କୂଳ ଲଂଘୁଛି ସମୁଦ୍ର । ଜଗତସିଂହପୁର ଜିଲ୍ଲା ରାମତରାଠାରେ କୂଳ ଲଂଘୁଛି ସମୁଦ୍ର । ଗତ ଦୁଇଦିନ ହେଲା ପୂର୍ଣ୍ଣିମା ଦିନ ଠାରୁ ବଡ଼ ବଡ଼ ଉଚ୍ଚ ଜୁଆର ଆସିବା ଫଳରେ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି । ନିକଟବର୍ତ୍ତି ଗାଁ ରାମତରା, ପଦ୍ମପୁର ଗାଁର ଶତାଧିକ ଲୋକ ଆତଙ୍କିତ ଅଛନ୍ତି । ଗାଁ ମଧ୍ୟକୁ ଅମୁଦ୍ର ପାଣି ପ୍ରବେଶ କରୁଥିବା ବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି । ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ସମୁଦ୍ର ବେଳାଭୂମିରେ ଥିବା ଝାଉଁଗଛ ଗୁଡିକ ମଧ୍ୟ ସମୁଦ୍ର ଲୀନ ହେଲାଣି । ଏଭଳି ସ୍ଥିତିରେ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe