କଟକ ପୁରୀଘାଟ ଅଞ୍ଚଳରୁ ସୁନା ଲୁଟର ସାଂଘାତିକ ସତ: ଦୋକାନରେ କାମ କରୁଥିବା ସେଲସମ୍ୟାନ କରିଥିଲା ଲୁଟ୍

Advertisment

ସେଲ୍‌ସମ୍ୟାନ୍ ଲୁଟିଥିଲେ ସୁନା। ପାଖାପାଖି ୪୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଘଟଣାର ହୋଇଛି ପର୍ଦ୍ଦାଫାସ। ଲୁଟ୍ ସୁନା ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। କଟକ ପୁରୀଘାଟ ଥାନା ଅଞ୍ଚଳରେ ଏତେ ଟଙ୍କାର ସୁନା ଅଳଙ୍କାର ଚୋରି ନେଇ ହୋଇଥିବା ଅଭିଯୋଗ।

ef

Photograph: (kanak news)

କନକ ବ୍ୟୁରୋ: ସେଲ୍‌ସମ୍ୟାନ୍ ଲୁଟିଥିଲେ ସୁନା। ପାଖାପାଖି ୪୮ଲକ୍ଷ ଟଙ୍କାର ସୁନା ଗହଣା ଲୁଟ୍ ଘଟଣାର ହୋଇଛି ପର୍ଦ୍ଦାଫାସ। ଲୁଟ୍ ସୁନା ଜବତ ସହ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। କଟକ ପୁରୀଘାଟ ଥାନା ଅଞ୍ଚଳରେ ଏତେ ଟଙ୍କାର ସୁନା ଅଳଙ୍କାର ଚୋରି ନେଇ ହୋଇଥିବା ଅଭିଯୋଗ। ୫୦୦ ଗ୍ରାମରୁ ଅଧିକ ସୁନା ହୋଇଥିଲା ଚୋରି। ଯାହାର ଆନୁମାନିକ ମୂଲ୍ୟ ୪୮ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗତ ଫେବୃଆରୀ ୨୬ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ ହୋଇଥିଲା। ସିସିଟିଭି ଫୁଟେଜ ଆଧାରରେ ପୁଲିସ ଅଭିଯୁକ୍ତକୁ ଧରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe