କନକ ବ୍ୟୁରୋ: ରୁଷ-ୟୁକ୍ରେନ୍ ଯୁଦ୍ଧ ୧୨୫୦ ଦିନରେ ପହଞ୍ଚିଛି । ୧୨୫୦ ତମ ଦିନରେ ଉଭୟ ଦେଶରେ ପରସ୍ପର ଉପରେ ଆକ୍ରମଣ ଜାରି ରହିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରୁଷ ସେନା ଆଜି ସକାଳେ ୟୁକ୍ରେନର ରାଜଧାନୀ କିଭ୍ ଉପରେ ଆକ୍ରମଣ କରିଛି, ଯେଉଁଥିରେ ପାଞ୍ଚ ଜଣ ଆହତ ହୋଇଛନ୍ତି ଏବଂ ଏକ ଆବାସିକ ଅଟ୍ଟାଳିକା କ୍ଷତିଗ୍ରସ୍ତ ହୋଇଛି । ରୁଷ ଡ୍ରୋନ୍ ଆକ୍ରମଣରେ ୟୁକ୍ରେନର ସୁମୀ ଅଞ୍ଚଳରେ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯ ଜଣ ଆହତ ହୋଇଛନ୍ତି ।
୧୨ ଶହ ୫୦ ଦିନରେ ପହଞ୍ଚିଲା ରୁଷ-ୟୁକ୍ରେନ ଯୁଦ୍ଧ: ପରସ୍ପର ଉପରେ ଜାରି ରଖିଛନ୍ତି ଆକ୍ରମଣ
ରୁଷ ଡ୍ରୋନ୍ ଆକ୍ରମଣରେ ୟୁକ୍ରେନର ସୁମୀ ଅଞ୍ଚଳରେ ଲୋକଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ହୋଇଥିଲା, ଯେଉଁଥିରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୯ ଜଣ ଆହତ ହୋଇଛନ୍ତି ।
/kanak/media/media_files/2025/07/28/28-2025-07-28-14-09-35.jpg)