ଭୁଶୁଡ଼ିଲା ଫାଇଭ-ଟି ସ୍କୁଲର ଛାତ; ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

Advertisment

ଭୁଶୁଡ଼ିଲା ଫାଇଭ୍-ଟି ସ୍କୁଲର ଛାତ,ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ ।

ଭୁଶୁଡ଼ିଲା ଫାଇଭ୍-ଟି ସ୍କୁଲର ଛାତ,ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ ।

18ୋୈେିେେବ

Photograph: (kanakNews)

କନକ ବ୍ୟୁରୋ : ଭୁଶୁଡ଼ିଲା ଫାଇଭ୍-ଟି ସ୍କୁଲର ଛାତ,ସିଡି ସହ ଛାତ ବି ଖସି ପଡ଼ିଲା । ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡ଼ା ବ୍ଲକ ମର୍ଦ୍ଧକୋଟ ଗାଁରେ । ଗାଁରେ ଥିବା ମର୍ଦ୍ଦରାଜ ହାଇସ୍କୁଲରେ ଏଭଳି ଅଘଟଣ ଦେଖିବାକୁ ମିଳିଛି । ଆଜି ଶନିବାର ସକାଳ ସ୍କୁଲ ଥିଲା,ପିଲାମାନେ ସ୍କୁଲରେ ସବୁ ଥିଲେ । ହଠାତ୍ ଛାତ ଉପରକୁ ଯିବାକୁ ଥିବା ଫାଇଭ ଟି ସ୍କୁଲର ସିଡି ସହ ଛାତ ଭୁଶୁଡ଼ି ପଡିଥିଲା । ମାତ୍ର ଏଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଛାତ୍ରଛାତ୍ରୀ । ସ୍କୁଲ ଛାତ ଉପରେ ନୂତନ ଭାବେ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଏ ଅଘଟଣ ହୋଇଛି । ତେବେ ନିମ୍ନ ମାନର କାମ ପାଇଁ ଏଭଳି ଘଟିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଫାଇଭ୍-ଟି ନାଁରେ ଏଭଳି ନିମ୍ନ ମାନର କାମକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe