କନକ ବ୍ୟୁରୋ : ଶରଧାବାଲି ଦଳାଚକଟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ସନ୍ଧ୍ୟା ସୁଦ୍ଧା ଦିଆଯିବ ରିପୋର୍ଟ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉନ୍ନୟନ କମିଶନର । ସେ କହିଛନ୍ତି, ଆମେ ରିପୋର୍ଟ ଦେବୁ, ନିଷ୍ପତ୍ତି ନେବେ ସରକାର । ମୋତେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ମୁଁ ରିପୋର୍ଟ ଦେବା ପରେ ସରକାର ନିଷ୍ପତ୍ତି ନେବେ । ଶରଧା ବାଲି ଅଘଟଣ ପରେ ତଦନ୍ତ କରି ମାସକ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଗତକାଲି ଏହାର ଡେଡଲାଇନ ଶେଷ ହୋଇଛି ।
ଶରଧାବାଲି ଦଳାଚକଟା ଘଟଣା: ଆଜି ସନ୍ଧ୍ୟା ସୁଦ୍ଧା ଦିଆଯିବ ରିପୋର୍ଟ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉନ୍ନୟନ କମିଶନର । ସେ କହିଛନ୍ତି, ଆମେ ରିପୋର୍ଟ ଦେବୁ, ନିଷ୍ପତ୍ତି ନେବେ ସରକାର । ମୋତେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।
/kanak/media/media_files/2025/07/31/67-2025-07-31-14-59-09.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)