କନକ ବ୍ୟୁରୋ : ଆଜିଠୁ ପରୀକ୍ଷା ହବକୁ ଗଲା ଯୁକ୍ତ ୨ ପରୀକ୍ଷା ପ୍ରଶ୍ନ ପତ୍ର। ଚଳିତ ବର୍ଷ ୨୦୫ ପରୀକ୍ଷା ହବ ହୋଇଛି। ଆସନ୍ତା ୧୮ରୁ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୦ଟି ରୁଟ ଦେଇ ଗଲା ପରୀକ୍ଷା ପ୍ରଶ୍ନପତ୍ର। କଡାକଡି ସୁରକ୍ଷା ବ୍ୟବସ୍ତା ଭିତରେ ପରୀକ୍ଷା ହବକୁ ଗଳା ପ୍ରଶ୍ନ ପତ୍ର। ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଆଜି ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ଗଲା ପରୀକ୍ଷା ପ୍ରଶ୍ନ ପତ୍ର।
ଯୁକ୍ତ ଦୁଇ ପରୀକ୍ଷା ପାଇଁ ହବକୁ ଗଲା ପ୍ରଶ୍ନ ପତ୍ର । କଡ଼ା ସୁରକ୍ଷାରେ ୧୦ ଟି ରୁଟ୍ ଦେଇ ୨୦୫ଟି ପରୀକ୍ଷା ହବକୁ ପଠାଗଲା ପ୍ରଶ୍ନ ପତ୍ର
କଡାକଡି ସୁରକ୍ଷା ବ୍ୟବସ୍ତା ଭିତରେ ପରୀକ୍ଷା ହବକୁ ଗଳା ପ୍ରଶ୍ନ ପତ୍ର। ୩ ଲକ୍ଷ ୯୩ ହଜାର ୬୧୮ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ଆଜି ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା ଅଧିନରେ ଆସୁଥିବା ପରୀକ୍ଷା ହବ ଗୁଡିକୁ ଗଲା ପରୀକ୍ଷା ପ୍ରଶ୍ନ ପତ୍ର।
/kanak/media/media_files/2025/02/12/4cwUtF5I4bnK95TUuWhL.jpg)