ବିଶ୍ୱସ୍ତରୀୟ ହେବ ପୁରୀ ପ୍ରକଳ୍ପ । ଏନେଇ ଡ୍ରଇଂ ଡିଜାଇନ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ମନ୍ତ୍ରୀ ।

ଅଦ୍ୟତନ ହୋଇଛି
sss

କନକ ବ୍ୟୁରୋ: ଆହୁରି ସୌନ୍ଦର୍ଯ୍ୟକରଣ ହେବ ପୁରୀ ଶ୍ରୀମନ୍ଦିର ପରିକ୍ରମା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପୁରୁଣା ଡିଜାଇନ ସହ କିଛି ନୂଆ ଡିଜାଇନ କରାଯିବ ବୋଲି କହିଛନ୍ତି ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ତେବେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ ଓ ପୁରୀ ପ୍ରକଳ୍ପକୁ ବିଶ୍ୱସ୍ତରୀୟ କରିବାକୁ ଉଦ୍ୟମ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୃଥ୍ୱୀରାଜ । ସବୁଠାରୁ ବଡ଼କଥା ହେଲା, ଏଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯିବ ଏବଂ ଏନେଇ ଡ୍ରଇଂ ଡିଜାଇନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଶୁବଶୀଘ୍ର ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe