ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ : ଜାଣନ୍ତୁ କେତେ ?

Advertisment

ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ । ଲଗାତାର ଦୁଇ ଦିନ ହ୍ରାସ ପାଇବା ପରେ ସୁନା ଓ ରୂପା ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୨,୮୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୬୦୦ ଟଙ୍କାରେ ପହଞ୍ଚିଛି

ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ । ଲଗାତାର ଦୁଇ ଦିନ ହ୍ରାସ ପାଇବା ପରେ ସୁନା ଓ ରୂପା ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୨,୮୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୬୦୦ ଟଙ୍କାରେ ପହଞ୍ଚିଛି

GOLD

Photograph: (KANAKNEWS)

କନକ ବ୍ୟୁରୋ : ପୁଣି ବଢିଲା ସୁନା ଓ ରୂପା ମୂଲ୍ୟ । ଲଗାତାର ଦୁଇ ଦିନ ହ୍ରାସ ପାଇବା ପରେ ସୁନା ଓ ରୂପା ମୂଲ୍ୟରେ ଆଜି ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ୍ ପିଛା ୨,୮୯୦ ଟଙ୍କା ବୃଦ୍ଧି ପାଇ ୧,୫୬,୬୦୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୨୨ କ୍ୟାରେଟ୍ ସୁନାର ଦର ୨,୬୫୦ ଟଙ୍କା ବଢ଼ି ୧,୪୩,୫୫୦ ଟଙ୍କାରେ ସ୍ଥିର ହୋଇଛି।ରୂପାରେ ମଧ୍ୟ ବଡ଼ ଉଲ୍ଲେଖନୀୟ ବୃଦ୍ଧି ଘଟିଛି ।  

ଅଧିକ ପଢନ୍ତୁ... ମହଙ୍ଗା ପଡିଲା ହୀରାକୁଦ ନଦୀବନ୍ଧ ରାସ୍ତାରେ ବିପଦପୂର୍ଣ୍ଣ ଗାଡ଼ିଚାଳନା : ୭ ଯୁବକ ଥାନାରେ ଅଟକ

ପ୍ରତି କିଲୋଗ୍ରାମ୍ ରୂପାର ମୂଲ୍ୟ ୫,୦୦୦ ଟଙ୍କା ବଢ଼ି ୨,୮୫,୦୦୦ ଟଙ୍କାରେ ପହଞ୍ଚିଛି । ସୁନା-ରୂପାର ଏହି ଆକସ୍ମିକ ଉର୍ଧ୍ୱଗତିକୁ ନେଇ କ୍ରେତାମାନଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି ।  ନିବେଶକମାନେ ଏହାକୁ ବୁଲିଅନ୍ ବଜାରର ନୂଆ ଶକ୍ତିର ସଙ୍କେତ ଭାବୁଛନ୍ତି, କିନ୍ତୁ ବିବାହ ଓ ବଡ଼ କ୍ରୟ ଯୋଜନା କରୁଥିବା କ୍ରେତାମାନେ ମୂଲ୍ୟବୃଦ୍ଧିକୁ ନେଇ ଚିନ୍ତିତ । ବଜାର ବିଶ୍ଲେଷକମାନେ କହୁଛନ୍ତି, ଅନ୍ତର୍ଜାତୀୟ ଚାହିଦା ଓ ମୁଦ୍ରା ମୂଲ୍ୟର ଓଠାପଡ଼ା ଦେଶୀୟ ବଜାରକୁ ପ୍ରଭାବିତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe