କନକ ବ୍ୟୁରୋ: ସ୍ଥଗିତ ରହିଲା ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ । ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ବର୍ତ୍ତମାନ ପାଇଁ ସ୍ଥଗିତ ରହିଛି । ତେବେ ଆସନ୍ତା ୨୩ ତାରିଖରୁ ୨୫ ତାରିଖ ଯାଏଁ ମହାମହିମ ରାଷ୍ଟ୍ରପତି ଓଡିଶା ଆସିବାର ଥିଲା । ଯେଉଁଥିରେ କି ବାଙ୍ଗିରିପୋଷି, ରାଇରଙ୍ଗପୁର, ପୁରୀ ଓ ଭୁବେନଶ୍ୱରରେ କାର୍ଯ୍ୟକ୍ରମ ଥିଲା । ଯାହାକି ଏବେ ସ୍ଥଗିତ ରଖାଯାଇଥିଲା । ତେବେ ଅନିବାର୍ଯ୍ୟ କାରଣ ଯୋଗୁଁ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସ୍ଥଗିତ ରହିଛି ବୋଲି କୁହାଯାଇଛି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତ ସ୍ଥଗିତ
— Kanak News (@kanak_news) October 21, 2024
ଆସନ୍ତା ୨୩ରୁ ୨୫ ତାରିଖ ଯାଏଁ ଥିଲା ଓଡିଶା ଗସ୍ତ
ବାଙ୍ଗିରିପୋଷି, ରାଇରଙ୍ଗପୁର, ପୁରୀ ଓ ଭୁବନେଶ୍ୱର ଗସ୍ତ କାର୍ଯ୍ୟକ୍ରମ ସ୍ଥଗିତ
ଅନିବାର୍ଯ୍ୟ କାରଣ ଯୋଗୁଁ ମହାମହିମଙ୍କ ଗସ୍ତ ସ୍ଥଗିତ #DroupadiMurmu#Odisha#KanakNewspic.twitter.com/TeVEz0E8YP
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/10/21/13UIlIypWYXa1kEYli1Q.jpg)