ସୁନା ବୋଝେଇ ପିକ୍-ଅପ୍ ଗାଡ଼ି ଜବତ , ଯାହାର ମୂଲ୍ୟ ୨୦ କୋଟି ।

Advertisment

ଜିଏସଟି ହାତରେ ଧରାପଡ଼ିଲା ସୁନା ବୋଝେଇ ପିକ୍-ଅପ୍ ଗାଡ଼ି । ମୁମ୍ବାଇରୁ କୋଲକାତା ଏବଂ କୋଲକାତାରୁ ବାରିପଦା ଓ ବାଲେଶ୍ବରର କିଛି ନିର୍ଦ୍ଦିଷ୍ଟ ଗହଣା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର ।

ଜିଏସଟି ହାତରେ ଧରାପଡ଼ିଲା ସୁନା ବୋଝେଇ ପିକ୍-ଅପ୍ ଗାଡ଼ି । ମୁମ୍ବାଇରୁ କୋଲକାତା ଏବଂ କୋଲକାତାରୁ ବାରିପଦା ଓ ବାଲେଶ୍ବରର କିଛି ନିର୍ଦ୍ଦିଷ୍ଟ ଗହଣା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର ।

gold1

କନକ ବ୍ୟୁରୋ : ଜିଏସଟି ହାତରେ ଧରାପଡ଼ିଲା ସୁନା ବୋଝେଇ ପିକ୍-ଅପ୍ ଗାଡ଼ି । ମୁମ୍ବାଇରୁ କୋଲକାତା ଏବଂ କୋଲକାତାରୁ ବାରିପଦା ଓ ବାଲେଶ୍ବରର କିଛି ନିର୍ଦ୍ଦିଷ୍ଟ ଗହଣା ଦୋକାନକୁ ଯାଉଥିଲା ଏହି ସୁନା ଅଳଙ୍କାର । ବାରିପଦା ସହରର ଏମ.କେ.ସି. ଛକ ନିକଟରେ ଏହି ଗାଡ଼ିକୁ ଧରିଛି ସିଟି-ଜିଏସଟି ବା ଏନଫୋର୍ସମେଣ୍ଟ ବିଭାଗ । ଏଥିରେ ଥିବା ୨୦ କେଜିରୁ ଅଧିକ ସୁନା ଜବତ୍ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨୦ କୋଟିରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି । ଜବତ ପରେ ଏହାକୁ ନେଇ ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe