କନକ ବ୍ୟୁରୋ: କଟକରୁ ହଟିବନି ଅବକାରୀ କମିସନରଙ୍କ କାର୍ଯ୍ୟାଳୟ । ଅବକାରୀ କମିଶନର ନରସିଂହ ଭୋଳ କହିଲେ, ସ୍ଥାନାନ୍ତର ନେଇ ନାହିଁ କୌଣସି ଯୋଜନା । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । କଟକ କୃଷକ ବଜାରରେ ଅବକାରୀ କମିଶନରଙ୍କ କାର୍ଯ୍ୟାଳୟ ରହିଛି। ଅଫିସଟି କଟକରୁ ଭୁବନେଶ୍ୱରକୁ ଉଠି ଯିବା ନେଇ ହେଉଥିବା ଚର୍ଚ୍ଚା ଉପରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି କମିଶନର ନରସିଂହ ଭୋଳ। ସେପଟେ କାର୍ଯ୍ୟାଳୟ ଭିତରେ ଏଣେତେଣେ ବିଛାଡ଼ି ହୋଇ ପଡିଛି କାଗଜପତ୍ର ।
କଟକରୁ ହଟିବନି ଅବକାରୀ କମିସନରଙ୍କ କାର୍ଯ୍ୟାଳୟ: ଅବକାରୀ କମିଶନର ନରସିଂହ ଭୋଳ କହିଲେ, ସ୍ଥାନାନ୍ତର ନେଇ ନାହିଁ କୌଣସି ଯୋଜନା
କଟକରୁ ହଟିବନି ଅବକାରୀ କମିସନରଙ୍କ କାର୍ଯ୍ୟାଳୟ । ଅବକାରୀ କମିଶନର ନରସିଂହ ଭୋଳ କହିଲେ, ସ୍ଥାନାନ୍ତର ନେଇ ନାହିଁ କୌଣସି ଯୋଜନା । ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।
/kanak/media/media_files/h9LOXrbpnMTxQWmlK6Ol.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)