ଭରତପୁର ଥାନା ଘଟଣା ନେଇ ବର୍ଷିଲା ଓଡିଶା ସୂଚନା ଅଧିକାର ଅଭିଯାନ । ପ୍ରେସମିଟ୍ କରି ପୂର୍ବ ସରକାରକୁ ଟାର୍ଗେଟ୍ କଲେ ଆରଟିଆଇ କର୍ମୀ

Advertisment

ପ୍ରଶାସନିକ ଅଧିକାରୀ ମାନେ ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ।

ପ୍ରଶାସନିକ ଅଧିକାରୀ ମାନେ ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ।

sgy5w

କନକ ବ୍ୟୁରୋ:  ଭରତପୁର ଥାନା ମାମଲାକୁ ନେଇ ପୂର୍ବ ସରକାରଙ୍କ ଉପରେ ବର୍ଷିଲେ ସୂଚନା ଅଧିକାର କର୍ମୀ। ପ୍ରେସମିଟ୍ କରି ପ୍ରଦୀପ ପ୍ରଧାନ କହିଛନ୍ତି, କ୍ରାଇମବ୍ରାଞ୍ଚର ଅପବ୍ୟବହାର କରୁଥିଲା ପୂର୍ବର ନବୀନ ପଟ୍ଟନାୟକ ସରକାର। ପ୍ରଶାସନିକ ଅଧିକାରୀ ମାନେ ପାଣ୍ଡିଆନଙ୍କ ଏଜେଣ୍ଟ ଭାବେ କାମ କରୁଥିଲେ। ସେମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ସୂଚନା ଅଧିକାର କର୍ମୀ। ଏଥିସହ ଭରତପୁରର ପୂର୍ବତନ ଆଇଆଇସିଙ୍କୁ ବହିଷ୍କାର କରିବା ଏବଂ ପୋଲିସ ଅଧିକାରୀଙ୍କର ପୁରୁଣା ରେକର୍ଡ ଯାଞ୍ଚ କରିବାକୁ ଦାବି କରିଛି ସୂଚନା ଅଧିକାର ଅଭିଯାନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe