କନକ ବ୍ୟୁରୋ : ଜଣେ ଏସଆଇ ୭ ବର୍ଷରେ ହୋଇପାରିବେ ଇନ୍ସପେକ୍ଟର । ଏହାର ସମୟସୀମା ପୂର୍ବରୁ ୧୦ ବର୍ଷ ଥିବାବେଳେ ବର୍ତ୍ତମାନ ୭ ବର୍ଷକୁ ପଦୋନ୍ନତି ହ୍ରାସ କଲେ ରାଜ୍ୟ ସରକାର । ଜାନୁୟାରୀ ୧ , ୨୦୨୪ ସୁଦ୍ଧା ୭ ବର୍ଷ ପୂରଣ କରିଥିଲେ ହୋଇପାରିବ ପଦୋନ୍ନତି , ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୭ ବର୍ଷରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର ; ଗୃହ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି
ଜଣେ ଏସଆଇ ୭ ବର୍ଷରେ ହୋଇପାରିବେ ଇନ୍ସପେକ୍ଟର । ଏହାର ସମୟସୀମା ପୂର୍ବରୁ ୧୦ ବର୍ଷ ଥିବାବେଳେ ବର୍ତ୍ତମାନ ୭ ବର୍ଷକୁ ପଦୋନ୍ନତି ହ୍ରାସ କଲେ ରାଜ୍ୟ ସରକାର ।