ଖବର ବାଜିଲା, ପ୍ରଭାବ ପଡ଼ିଲା; ଖୁବଶୀଘ୍ର ସରିବ ଗଞ୍ଜାମ ହାଟ କାମ

Advertisment

୫ବର୍ଷ ଧରି ଗଞ୍ଜାମ ହାଟ କାମ ଚାଲିଛି ଯେ ସରୁନି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ବ୍ୟବସାୟୀ ।

Ganjam Haat

Photograph: (Kanak News)

କନକ ବ୍ୟୁରୋ : ଖବର ବାଜିଲା ପ୍ରଭାବ ପଡ଼ିଲା । ଗଞ୍ଜାମ ହାଟ ପ୍ରକଳ୍ପ ବୁଲି ଦେଖିଲେ ଜିଲ୍ଲାପାଳ । ୫ବର୍ଷ ଧରି ଗଞ୍ଜାମ ହାଟ କାମ ଚାଲିଛି ଯେ ସରୁନି । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆଜି ଗଞ୍ଜାମ ଜିଲ୍ଲାପାଳ ପ୍ରକଳ୍ପ ସ୍ଥାନ ବୁଲି ଦେଖିବା ସହ ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କନକ ନ୍ୟୁଜକୁ ଧନ୍ୟବାଦ ଜଣାଇଛନ୍ତି ବ୍ୟବସାୟୀ । ୯୦ ପ୍ରତିଶତ କାମ ସରିଛି, ବାକି କାର୍ଯ୍ୟ ଖୁବ ଶୀଘ୍ର ସମାପନ କରିବାକୁ ନିର୍ଦେଶ ଦିଆଯାଇଛି । ଅକ୍ଟୋବର ମାସ ସୁଦ୍ଧା ଏହା ଲୋକାର୍ପଣ କରିବା ପାଇଁ ଲକ୍ଷ୍ୟ ରଖା ଯାଇଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe