କନକ ବ୍ୟୁରୋ: ବଦଳିଲା ସିନେମାର ନାଁ । ରାଣ୍ଡୀପୁଅ ଅନନ୍ତା ହେଲା କେବଳ ଅନନ୍ତା । ବିବାଦ ପରେ ସିନେମାର ନାଁ ବଦଳେଇଲେ । କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ଆଧାରରେ ଏହି ସିନେମାର କାହାଣୀ ରହିଛି । ହେଲେ ରାଣ୍ଡୀ ପୁଅ ଶବ୍ଦକୁ ନେଇ କିଛି ବିରୋଧ କରିବା ପରେ ବିବାଦ ଦେଖାଦେଇଥିଲା । ଏହାପରେ ଚଳଚ୍ଚିତ୍ରର ନିର୍ମାତା ଏହାର ନାଁ ବଦଳାଇଛନ୍ତି । ପ୍ରସିଦ୍ଧ ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର ଏଥିରେ ମୁଖ୍ୟ ଭୂମିକାରେ ଦେଖାଦେବେ ।
ବଦଳିଲା ସିନେମାର ନାଁ: ରାଣ୍ଡୀପୁଅ ଅନନ୍ତା ହେଲା କେବଳ ଅନନ୍ତା
ବଦଳିଲା ସିନେମାର ନାଁ । ରାଣ୍ଡୀପୁଅ ଅନନ୍ତା ହେଲା କେବଳ ଅନନ୍ତା । ବିବାଦ ପରେ ସିନେମାର ନାଁ ବଦଳେଇଲେ । କଥାସମ୍ରାଟ ଫକୀର ମୋହନ ସେନାପତିଙ୍କ ଗଳ୍ପ ‘ରାଣ୍ଡୀପୁଅ ଅନନ୍ତା’ ଆଧାରରେ ଏହି ସିନେମାର କାହାଣୀ ରହିଛି ।
/kanak/media/media_files/2025/05/18/aFtDEmcgZ5hsQjpMxs5J.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)