ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’

Advertisment

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି ।

ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି ।

Screenshot 2026-01-27 095337

Photograph: (KANAKNEWS)

କନକ ବ୍ୟୁରୋ : ମହମ୍ମଦ ମୋକିମଙ୍କ ନୂଆ ଦଳର ନାଁ ‘ଓଡ଼ିଶା ଜନତା କଂଗ୍ରେସ’। ସମର୍ଥକଙ୍କ ସହ ଆଲୋଚନା ପରେ ନାଁ ଚୂଡ଼ାନ୍ତ ହୋଇଥିବା ସୂଚନା । ସୋମବାର ବସିଥିବା ବୈଠକରେ ହୋଇଛି ନିଷ୍ପତି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରୀୟା ସମ୍ପୂର୍ଣ୍ଣ ହେବା ପରେ ବିଧିବଦ୍ଧ ନାଁ ଘୋଷଣା । ନିଜ ସମର୍ଥକଙ୍କ ସହ ଆଲୋଚନା ପରେ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି। ଯେଉଁଥିରେ ଦଳର ନା ରେଜିଷ୍ଟ୍ରେସନ ନେଇ ମତାମତ ନିଆ ଯାଇଥିଲା

ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ସମ୍ପୂର୍ଣ୍ଣ ପ୍ରକ୍ରିୟା ସମାପ୍ତ ପରେ ଵିଧି ବଦ୍ଧ ଘୋଷଣା ହେବ। କଂଗ୍ରେସ ଦଳ ଛାଡିବା  ପରେ ଯୁବମାନଙ୍କୁ ନେଇ ଏକ ନୂଆ ଦଳ ଗଠନ କରିବା ପାଇଁ ଆଶାରଖିଛନ୍ତି । ଏହି ଦଳରେ ସାମିଲ ହେବେ ପ୍ରମୁଖଦଳର ୩ଜଣ ଯୁବନେତା ଏବଂ ହଜାର ହଜାର ଯୁବନେତା ଙ୍କୁ ନେଇ ଆସନ୍ତା ଯୁବସମାବେଶରେ  କରିବେ ଘୋଷଣା ।   ଭିତିରି ସର୍ଭେ ପରେ ଉପକୂଳବର୍ତ୍ତୀ  ଜିଲ୍ଲା ଉପରେ ଅଧିକ ଫୋକସ କରିଛନ୍ତି ମୋକିମ ।

 ଆହୁରି ପଢନ୍ତୁ :ଆଜି ସାରା ଦେଶରେ ବ୍ୟାଙ୍କ ବନ୍ଦ : ହୋଇପାରିବନି ନଗଦ ଟଙ୍କା କାରବାର,

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe