ଆଜି ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭର ବ୍ରିଜ୍: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କରିବେ ଉଦଘାଟନ

Advertisment

ଆଜି ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜ୍। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାର  ଉଦଘାଟନ କରିବେ। ୧୮ ମାସରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ସାରିବା ପାଇଁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାକୁ ଲାଗିଗଲାଣି ୫ ବର୍ଷ।

ୈ୍ୈ୍

କନକ ବ୍ୟୁରୋ: ଆଜି ଉଦଘାଟନ ହେବ ବହୁ ପ୍ରତୀକ୍ଷିତ ହଂସପାଳ ଫ୍ଲାଏ ଓଭରବ୍ରିଜ୍। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାର  ଉଦଘାଟନ କରିବେ। ୧୮ ମାସରେ ଫ୍ଲାଏ ଓଭର ବ୍ରିଜ ନିର୍ମାଣ ସାରିବା ପାଇଁ ପ୍ରକଳ୍ପ ସମୟରେ ଚୁକ୍ତି ହୋଇଥିଲା। କିନ୍ତୁ ଏହା ସମ୍ପୂର୍ଣ୍ଣ ହେବାକୁ ଲାଗିଗଲାଣି ୫ ବର୍ଷ। କଟକରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀ ଗତ ବର୍ଷ ଏହି ବ୍ରିଜ ବ୍ୟବହାର କରିପାରୁଥିବାବେଳେ ଏଣିକି ଭୁବନେଶ୍ୱରରୁ କଟକକୁ ଯାଉଥିବା ଗାଡ଼ି ହଂସପାଳ ଫ୍ଲାଏ ଓଭରବ୍ରିଜ ଦେଇ ଯାତାୟତ କରିପାରିବେ। ନିର୍ମାଣ କାର୍ୟ୍ୟରେ ବିଳମ୍ବ ହେଉଥିବାରୁ ଦୁଇ ଥର ଠିକା ସଂସ୍ଥା ବି ବଦଳିଛି। ରାଜନେତାଙ୍କ ମଧ୍ୟରେ ଦୋଷ ଲଦାଲଦି ବି ହୋଇଛି। ତଥାପି ଏହା ନିର୍ମାଣ ହେବାକୁ ୫ ବର୍ଷ ଲାଗିଯାଇଛି। ଆଜି ଉଦଘାଟନ ପାଇଁ ଦିନ ଧାର୍ୟ୍ୟ ହୋଇଥିବାବେଳେ ଏବେ ବି ଅନେକ କାମ ସରିନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe