ଗହଣା କିଣିବାକୁ ଯାଇ ଜୁଏଲାରୀରୁ ଅଳଙ୍କାର ଚୋରି କରିଥିଲା ଦୁର୍ବୃତ୍ତ । ଚୋରକୁ ଧରାଇଦେଲେ ୧୦ ହଜାର ପୁରସ୍କାର ଦେବାକୁ ଜୁଏଲାରୀ ଦୋକାନ ମାଲିକଙ୍କ ଘୋଷଣା

Advertisment

ସମ୍ବଲପୁର ପାୟଲ ଜୁଏଲାରୀକୁ  ସୁନା କିଣିବାକୁ ଯାଇ ଜଣେ ଯୁବକ ଅଳଙ୍କାର ଚୋରି କରି ଫେରାର ହୋଇଯାଇଛି। ଚୋରି ସମୟର ସମସ୍ତ ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ଫଟୋ ମଧ୍ୟ ସ୍ବଷ୍ଟ ଜଣାପଡୁଛି । ଫଳରେ ଚୋରର ପରିଚୟ ଦେଲେ ୧୦ ହଜାର ଟଂକା ପୁରସ୍କାର ଦେବେ ବୋଲି ଦୋକାନୀ ସ୍ବଷ୍ଟ କରିବା ସହ ପୋଲିସର କାମକୁ ହାଲକା କହିଛନ୍ତି ।

Zc\c\^c

କନକ ବ୍ୟୁରୋ : ଚୋର ଧରିଲେ ୧୦ ହଜାର ଟଙ୍କାର ପୁରସ୍କାର। ଚୋର ସମ୍ପର୍କରେ ସୁଚନା ଦେଲେ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ସମ୍ବଲପୁରର ଜଣେ ସୁନା ଦୋକାନୀ । ଯାହା ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ କରିଛି। ସୁନା ଦୋକନୀ ଫେସବୁକରେ ଚୋରର ସିସିଟିଭି ଫୁଟେଜ, ଫଟୋ ସହ ପୋଷ୍ଟ କରିଛନ୍ତି । ସୂଚନା ଅନୁସାରେ ସମ୍ବଲପୁର ପାୟଲ ଜୁଏଲାରୀକୁ  ସୁନା କିଣିବାକୁ ଯାଇ ଜଣେ ଯୁବକ ଅଳଙ୍କାର ଚୋରି କରି ଫେରାର ହୋଇଯାଇଛି। ଚୋରି ସମୟର ସମସ୍ତ ଭିଡିଓ ସିସିଟିଭିରେ କଏଦ ହୋଇଥିବାବେଳେ ଫଟୋ ମଧ୍ୟ ସ୍ବଷ୍ଟ ଜଣାପଡୁଛି । ଫଳରେ ଚୋରର ପରିଚୟ ଦେଲେ ୧୦ ହଜାର ଟଂକା ପୁରସ୍କାର ଦେବେ ବୋଲି ଦୋକାନୀ ସ୍ବଷ୍ଟ କରିବା ସହ ପୋଲିସର କାମକୁ ହାଲକା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe