କଟୁରି ଧରି ଗୋଡ଼ାଇଲା ଦୁର୍ବୃତ । ଯାହାକୁ ପାରିଲେ ହାଣିଲେ, ଗାଡି ବି ଭଙ୍ଗାରୁଜା କଲେ

Advertisment

କଟୁରି ଧରି ଗୋଡ଼ାଇଲା  ଦୁର୍ବୃତ । ଯାହାକୁ ପାରିଲେ ହାଣିଲେ, ଗାଡି ବି ଭଙ୍ଗାରୁଜା କଲେ । ଭୁବନେଶ୍ବର କ୍ୟାରମ ଫିଲଡ଼ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

କଟୁରି ଧରି ଗୋଡ଼ାଇଲା  ଦୁର୍ବୃତ । ଯାହାକୁ ପାରିଲେ ହାଣିଲେ, ଗାଡି ବି ଭଙ୍ଗାରୁଜା କଲେ । ଭୁବନେଶ୍ବର କ୍ୟାରମ ଫିଲଡ଼ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି ।

Crime 2

କନକ ବ୍ୟୁରୋ : କଟୁରି ଧରି ଗୋଡ଼ାଇଲା  ଦୁର୍ବୃତ । ଯାହାକୁ ପାରିଲେ ହାଣିଲେ, ଗାଡି ବି ଭଙ୍ଗାରୁଜା କଲେ । ଭୁବନେଶ୍ବର କ୍ୟାରମ ଫିଲଡ଼ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ପେଶାଦାର ଅପରାଧୀ ଚିଣ୍ଟୁ ମହାନ୍ତି ଜେଲରୁ ବାହାରିବା ପରେ ଏପରି ଆତଙ୍କରାଜ କରିଛି । ହାତରେ କଟୁରି ଧରି  ମର୍ଡର କରିବ ବୋଲି ଅଭିଯୁକ୍ତ କହୁଛି । ଗଣ୍ଡଗୋଳରେ କାଲି ୪ ଜଣ ଆହତ ହେବା ପରେ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି । ବଡ଼ଗଡ଼ ଥାନା ପୋଲିସ ଏତଲା ରୁଜୁ କରିବା ପରେ ଅଭିଯୁକ୍ତକୁ ଧରିବା ପାଇଁ ଆରମ୍ଭ କରିଛି ଛାନଭିନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe