ସମ୍ଭାବ୍ୟ ବାତ୍ୟାକୁ ନେଇ ଅତ୍ୟାବଶକୀୟ ସମାଗ୍ରୀର ହୋଇପାରେ କଳାବଜାରୀ । କଡା ନଜର ରଖିବାକୁ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

Advertisment

ଏହାକୁ ନଜରରେ ରଖି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା ଉପରେ କଡା ନଜର ରଖିବାକୁ ଆଦେଶ ଦେଇଛନ୍ତି । ସେ କହିଛନ୍ତି କି, ବାତ୍ୟାକୁ ନେଇ ଯଦି କୌଣସି ବ୍ୟବସାୟୀ ଚଢା ଦରରେ ଅତ୍ୟାବଶକୀୟ ସାମଗ୍ରୀ ବୃଦ୍ଧି କରନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

frefefef

କନକ ବ୍ୟୁରୋ : ବାତ୍ୟାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଳେ ଲୋକଙ୍କ ଭିତରେ ଛନକା ପଶିଛି । ଏଣୁ ଲୋକମାନେ ଅତ୍ୟାବଶକୀୟ ସମାଗ୍ରୀ ଆବଶ୍ୟକତା ଠାରୁ ଅଧିକ କିଣିବାକୁ ବଜାରକୁ ଆସୁଛନ୍ତି । ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଅତ୍ୟାବଶକୀୟ ସାମଗ୍ରୀର କଳାବଜାରୀ କରିପାରନ୍ତି । ଏହାକୁ ନଜରରେ ରଖି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହା ଉପରେ କଡା ନଜର ରଖିବାକୁ ଆଦେଶ ଦେଇଛନ୍ତି । ସେ କହିଛନ୍ତି କି, ବାତ୍ୟାକୁ ନେଇ ଯଦି କୌଣସି ବ୍ୟବସାୟୀ ଚଢା ଦରରେ ଅତ୍ୟାବଶକୀୟ ସାମଗ୍ରୀ ବୃଦ୍ଧି କରନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି କୌଣସି ବ୍ୟବସାୟୀମାନେ କୃତ୍ରିମ ଅଭାବ ସୃଷ୍ଟି କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଲାଇସେନ୍ସ ବାତିଲ କରାଯିବ । ଏହାସହ ଭୟଭୀତ ହୋଇ ଲୋକମାନେ ଆବଶ୍ୟକତା ଠାରୁ ଅଧିକ ସାମଗ୍ରୀ ନକିଣିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe