ଅନ୍ଧବିଶ୍ୱାସର କରୁଣ ପରିଣତି । ମନୋକାମନା ପୂରଣ ନହେବାରୁ ଜୀବନ ହାରିଲେ ଶିକ୍ଷକ

Advertisment

ବେଳେବେଳେ ଅନ୍ଧବିଶ୍ୱାସ ମଣିଷର ଜୀବନ ନେଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ବ୍ଲକ ବେଠୁଆରେ

ବେଳେବେଳେ ଅନ୍ଧବିଶ୍ୱାସ ମଣିଷର ଜୀବନ ନେଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ବ୍ଲକ ବେଠୁଆରେ

244

କନକବ୍ୟୁରୋ : ବେଳେବେଳେ ଅନ୍ଧବିଶ୍ୱାସ ମଣିଷର ଜୀବନ ନେଇପାରେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଧରାକୋଟ ବ୍ଲକ ବେଠୁଆରେ । ଦୀର୍ଘ ୨୧ ଦିନ ଧରି ମା ଙ୍କ ପୀଠରେ ଗୁହାରିଆ ପଡିଥିବା ଜଣେ ଅଵସର ପ୍ରାପ୍ତ ଶିକ୍ଷକ ନିରାଶ ହୋଇ ମନ୍ଦିର ପରିସରେ ଆତ୍ମହତ୍ୟା କରିଛନ୍ତି। 

ଗାଁରେ ଥିବା ମା ଘୋଡା ବେବି ପିଠରେ ବୁଗୁଡା ବ୍ଲକ ନୁଗୁଡୁ ଗାଁର ୬୧ ବର୍ଷୀୟ ପୁରୁଷୋତ୍ତମ ପ୍ରଧାନ ଆତ୍ମହତ୍ୟା କରିଛନ୍ତି । ଘଟଣା ସ୍ଥଳରେ ବଡ଼ଗଡ଼ ପୋଲିସ ପହଁଚି ତଦନ୍ତ ଜାରି ରଖିଛନ୍ତି । କାହିଁକି ଓ କ’ଣ ପାଇଁ ମାଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ ତାହାର କାରଣ ଅସ୍ୱଷ୍ଟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe