କନକ ବ୍ୟୁରୋ: ଫେବୃଆରୀ ୨୧ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଫେବୃଆରୀ ୨୧ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ । ତେବେ ନଜର ପକାନ୍ତୁ କେଉଁ ଦିନ ଅଛି କେଉଁ ପରୀକ୍ଷା । 

Advertisment

୨୧ ଫେବୃଆରୀରେ -ମାତୃଭାଷା 
୨୪ ଫେବୃଆରୀରେ -ଇଂରାଜୀ ପରୀକ୍ଷା 
୨୫ ଫେବୃଆରୀ – ତୃତୀୟ ଭାଷା ପ୍ରାକ୍ଟିକାଲ 
୨୭ ଫେବୃଆରୀରେ – ଗଣିତ ପରୀକ୍ଷା 
୧ ମାର୍ଚ୍ଚରେ - ବିଜ୍ଞାନ ପରୀକ୍ଷା
୩ ମାର୍ଚ୍ଚରେ – ସାମାଜିକ ବିଜ୍ଞାନ 
୬ ମାର୍ଚ୍ଚରେ – ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ