ବିଧାନସଭାରେ ଉଠିଲା ମାଲକାନଗିରି ବନ୍ୟା ପ୍ରସଙ୍ଗ । ସ୍ୱତନ୍ତ୍ର ପ୍ୟାକେଜ ଦାବି କଲେ କଂଗ୍ରେସ ବିଧାୟକ ମଙ୍ଗୁ ଖିଲ

Advertisment

କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଶୂନ୍ୟକାଳରେ ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ପ୍ରସଙ୍ଗ ଉଠାଇଛନ୍ତି। ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ସରକାର ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦିଅନ୍ତୁ। ଯେଉଁ ଗରିବଙ୍କ ଘର ଭାଙ୍ଗିଛି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ବିଧାୟକ ମଙ୍ଗୁ ଖିଲ।

malkangiri flood in assembly

କନକ ବ୍ୟୁରୋ: କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଶୂନ୍ୟକାଳରେ ମାଲକାନଗିରି ଜିଲ୍ଲାରେ ବର୍ଷା ବିତ୍ପାତ ପ୍ରସଙ୍ଗ ଉଠାଇଛନ୍ତି। ଚାଷୀଙ୍କ ଫସଲ ନଷ୍ଟ ହୋଇଛି । ସରକାର ତୁରନ୍ତ ତଦନ୍ତ କରି କ୍ଷତିପୂରଣ ଦିଅନ୍ତୁ। ଯେଉଁ ଗରିବଙ୍କ ଘର ଭାଙ୍ଗିଛି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି ବିଧାୟକ ମଙ୍ଗୁ ଖିଲ।

ମାଲକାନଗିରି ଜିଲ୍ଲାରେ ହୋଇଥିବା ବର୍ଷା ଜନିତ ବିପର୍ଯ୍ୟୟ ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପ୍ୟାକେଜ ଦାବି କରିଛନ୍ତି କଂଗ୍ରେସ ବିଧାୟକ। ରାଜ୍ୟରେ ବର୍ଷା ବିପତ୍ତିକୁ ନେଇ ଗୃହରେ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ୍ ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ମାଲକାନଗିରି ଓ କୋରାପୁଟ ଜିଲ୍ଲା ବର୍ଷା ଯୋଗୁଁ କ୍ଷତି ଗ୍ରସ୍ତ ହେଉଛି । ଯାହା ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଘରଦ୍ୱାର ଭାଙ୍ଗିବା, ବାଲିଚର ମାଡ଼ିବା ଯିବା ସହ ବ୍ରିଜ ଭାଙ୍ଗିଯାଇଛି । ସେପଟେ ବାଲେଶ୍ଵର ବି ବର୍ଷାରେ ବେହାଲ ହୋଇଥିବାରୁ ଗୃହରେ ଚିନ୍ତା ପ୍ରକଟ କରିଛନ୍ତି ବିଜେଡି ବିଧାୟକ ଅଶ୍ଵିନୀ ପାତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe