କନକ ବ୍ୟୁରୋ: ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଚିବଙ୍କ କ୍ଷମତା ଉପରେ ଲାଗିବ ଅଙ୍କୁଶ । କନକ ନ୍ୟୁଜ ପାଖରେ ଏକ୍ସକ୍ଲ୍ୟୁସିଭ୍ ଚିଠି । ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି । ସବୁ ବିଭାଗକୁ ସଂସଦୀୟ ବ୍ୟାପାର ସଚିବ ଚିଠି ଦେଇଛନ୍ତି । କ୍ୟାବିନେଟ ବସିବାର ୫ ଦିନ ପୂର୍ବରୁ ତାରିଖ ଧାର୍ଯ୍ୟ ହେବ । ୩ ଦିନ ପୂର୍ବରୁ କ୍ୟାବିନେଟରେ ସମସ୍ତ ପ୍ରସ୍ତାବ ଚୂଡ଼ାନ୍ତ ହେବ । ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବ ଫାଇଲ ।
ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା: ସଚିବଙ୍କ କ୍ଷମତା ଉପରେ ଅଙ୍କୁଶ
ବଦଳିବ ରାଜ୍ୟ କ୍ୟାବିନେଟର ଢାଞ୍ଚା । ସଚିବଙ୍କ କ୍ଷମତା ଉପରେ ଲାଗିବ ଅଙ୍କୁଶ । କନକ ନ୍ୟୁଜ ପାଖରେ ଏକ୍ସକ୍ଲୁସିଭ୍ ଚିଠି । ଏଥିରେ ସଂସଦୀୟ ବ୍ୟାପାର ବିଭାଗର ନିର୍ଦ୍ଦେଶନାମା ରହିଛି ।
/kanak/media/media_files/2025/05/20/qgvxuBEywiaZw0BtJk4X.jpg)