ବିଜେଡି ସାଂସଦ ପ୍ରାର୍ଥୀ ଅବିନାଶ ସାମଲଙ୍କ ବିସ୍ଫୋରଣ । କହିଲେ, ବିଜେଡି ପରାଜୟର ୯କାରଣ

Advertisment

କାହିଁକି ହାରିଲା ବିଜେଡି କାରଣ କହିଲେ ଢେଙ୍କାନାଳ  ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । କହିଲେ ବିଜେଡି ୨୫ ବର୍ଷରେ ଯେତିକି କାମ କରିଥିଲା ସେତିକି ହାଇଲାଇଟ କରିପାରିଲାନି ।

କାହିଁକି ହାରିଲା ବିଜେଡି କାରଣ କହିଲେ ଢେଙ୍କାନାଳ  ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । କହିଲେ ବିଜେଡି ୨୫ ବର୍ଷରେ ଯେତିକି କାମ କରିଥିଲା ସେତିକି ହାଇଲାଇଟ କରିପାରିଲାନି ।

BJDt

କନକ ବ୍ୟୁରୋ : କାହିଁକି ହାରିଲା ବିଜେଡି କାରଣ କହିଲେ ଢେଙ୍କାନାଳ  ସାଂସଦ ପ୍ରାର୍ଥୀ ଅବିନାଶ ସାମଲ । କହିଲେ ବିଜେଡି ୨୫ ବର୍ଷରେ ଯେତିକି କାମ କରିଥିଲା ସେତିକି ହାଇଲାଇଟ କରିପାରିଲାନି । ବିଜେପି କାମ ନକରିକି ବି ମଧ୍ୟ ବହୁତ ହାଇଲାଇଟ କରି ବିଜୟ ହାସଲ କରିବାରେ ସକ୍ଷମ ହେଲା । ନିର୍ବାଚନରେ  ପାର୍ଟି ସୁପ୍ରିମୋ ଏରିଆକୁ ଅଧିକ  ଯାଇଥିଲେ କର୍ମୀଙ୍କ ମନୋବଳ ଅଧିକ ବଢି ଥାନ୍ତା, ଯାହା ହେଲାନାହିଁ । ଶେଷ  ୨ ରୁ ୩ ମାସ  ଯେତିକି କାମ ହେବା  କଥା  ହୋଇ ନଥିଲା । 

ସେହିପରି ବିଜେଡି ବରୋଧୀ ହାୱା କାମ ଦେଇଥିବା ବେଳେ ନିର୍ବାଚନ ସମୟରେ ସମନ୍ବୟ ଓ ରଣନୀତିର ଅଭାବ ରହିଥିଲା ବୋଲି ସେ କହିଛନ୍ତି । ସେହିପରି ଡିଜିଟାଲ ମିଡ଼ିଆରେ ଦଳ ପକ୍ଷରୁ ଠିକ ଭାବେ ପ୍ରଚାର କରାଯାଇପାରିଲା ନାହିଁ ବୋଲି ଅବିନାଶ ଅଭିଯୋଗ କରିଛନ୍ତି । 

ବିଜେଡି ହାରିବାର କାରଣ 
-    ଅଧିକ ଆତ୍ମବିଶ୍ୱାସ ବିଜେଡି ପରାଜୟର କାରଣ 
-    ନିର୍ବାଚନ ସମୟରେ ସମନ୍ୱୟର ଅଭାବ ଥିଲା 
-    ଦଳର ବରିଷ୍ଠ ନେତା ଏକାଠି ହୋଇନଥିଲେ 
-    ସରକାର ବିରୋଧୀ ହାୱା ରହିଥିଲା 
-    ସୋସିଆଲ ମିଡିଆର ବିନିଯୋଗ କରିପାରିଲୁନି 
-    ଶେଷ ୨ରୁ ୩ମାସ ଯଥେଷ୍ଟ କାମ ହେଲାନି 
-    ପାର୍ଟି ସୁପ୍ରିମୋ ସବୁ ଅଞ୍ଚଳକୁ ଗଲେ ନାହିଁ 
-    ମୈଦାନକୁ ଯାଇଥିଲେ ମନୋବଳ ବଢିଥାନ୍ତା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe