ଯାତ୍ରା ଦେଖି ଯିବା ହେଲା ଶେଷ ଯାତ୍ରା : ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

Advertisment

ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ  ଭୋଇପାଲି ନିକଟରେ ଦୁର୍ଘଟଣା । ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ  ଭୋଇପାଲି ନିକଟରେ ଦୁର୍ଘଟଣା । ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ

jatra 1

Photograph: (kanaknews)

କନକବ୍ୟୁରୋ : ସୁନ୍ଦରଗଡ଼ ବଡ଼ଗାଁ ଥାନା ବିଜୁ ଏକପ୍ରେସ  ଭୋଇପାଲି ନିକଟରେ ଦୁର୍ଘଟଣା । ଯାତ୍ରା ଦେଖି ଯିବା ହେଲା ଜୀବନର ଶେଷ ଯାତ୍ରା । ଫେରିବା ବେଳେ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ଭୋର ପ୍ରାୟ ୩ଟା ସମୟରେ ଏଭଳି ଦୁର୍ଘଟଣା ଘଟିଛି  ।  ୩ ଜଣ ଯୁବକ ଫେରିବା ସମୟରେ ବାଇକ୍‌ ଟି ଏକ ଟ୍ରାକ୍ଟର ପଛରେ ପିଟି ହୋଇଯାଇଥିଲା ।  ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି ।  ମୃତକ ହେଲେ ସଦର ଥାନା ବିରତୋଳା ଗାଁର ଦିଲ୍ଲୀପ ନାଏକ, ଠନସୁନ୍ଦର ସା ଓ ଚନ୍ଦନ ଲୁହାର । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe