କନକବ୍ୟୁରୋ : ଅଯୋଗ୍ୟଙ୍କୁ ସହାୟତା ଓ ଯୋଗ୍ୟଙ୍କୁ ନା । ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି, ନ୍ୟାୟ ପାଉନାହାନ୍ତି ଶ୍ରମିକ ।  ରାଉରକେଲା ଶ୍ରମ ବିଭାଗ ନାଁରେ ଆସିଛି ଏଭଳି ଅଭିଯୋଗ ।  ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କୁ ସହାୟତା ନାଁରେ ଶୋଷଣ ନେଇ ଅଭିଯୋଗ ଆସିଛି ।  

Advertisment

ମଦ ଯୋଗୁଁ ଉଜୁଡି ଯାଉଛି ସଂସାର; ବନ୍ଦ ହେବ ମଦ, ବଞ୍ଚିବ ସିନ୍ଦୂର

କିଏ ବାହାଘର ସହାୟତା ରାଶି ପାଇଁ ବର୍ଷ ବର୍ଷ ଦୌଡୁଛି , ତ କିଏ ପୁଅ ଝିଅଙ୍କୁ ମିଳିବାକୁ ଥିବା ସହାୟତା ପାଇଁ ବାରଦ୍ଵାର ସୁଣ୍ଡିପିଣ୍ଡା ହେଉଛି ।  ଜିଲ୍ଲାରେ ପ୍ରାୟ ୨ଲକ୍ଷ ୫୦ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଥିବା ବେଳେ ଶ୍ରମ ବିଭାଗ ସେମାନଙ୍କ କଥା ଶୁଣିନଥିବା ଅଭିଯୋଗ ହୋଇଛି ।