ଜଙ୍ଗଲ ନିଆଁ ହେଲା କାଳ, ବନାଗ୍ନୀ ଜଳିଗଲା ବଖରା ବଖରା ଘର

ତେବେ ଜଙ୍ଗଲ ନିଆଁର ଝୁଲ ଉଡି ୨ ଜଣଙ୍କ ଘରେ ପଡିଥିଲା। ଜାମୁଖୋଲ ଗାଁର ଅଜିତ କହଁର ଓ ଶମ୍ଭୁ କହଁରଙ୍କ ଘରେ ପଡି ନିଆଁ ଆଁରେ ୮ ବଖରା ଘର ଜଳିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। 

asdffdsafsad

କନକ ବ୍ୟୁରୋ : ବନାଗ୍ନିରେ ଜଳିଗଲା ୮ ବଖରା ଘର। ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି ନଷ୍ଟ। ବୌଦ୍ଧ ବନଖଣ୍ଡ ଟିକରପଡା ପଞ୍ଚାୟତର ଜାମୁଖୋଲ ଜଙ୍ଗଲରେ ଆଜି ନିଆଁ ଲାଗିଥିଲା। ତେବେ ଜଙ୍ଗଲ ନିଆଁର ଝୁଲ ଉଡି ୨ ଜଣଙ୍କ ଘରେ ପଡିଥିଲା। ଜାମୁଖୋଲ ଗାଁର ଅଜିତ କହଁର ଓ ଶମ୍ଭୁ କହଁରଙ୍କ ଘରେ ପଡି ନିଆଁ ଆଁରେ ୮ ବଖରା ଘର ଜଳିଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe