ପାକିସ୍ତାନ ମାଟିରୁ ପାକିସ୍ତାନ ଉପରେ ବର୍ଷିଲେ ଭାରତୀୟ ବୈଦେଶିକମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଉଠାଇ କଲେ ଟାର୍ଗେଟ

Advertisment

ପାକିସ୍ତାନ ମାଟିରୁ ପାକିସ୍ତାନ ଉପରେ ବର୍ଷିଲେ ଭାରତୀୟ ବୈଦେଶିକମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଊଠାଇ କଲେ ଟାର୍ଗେଟ ।

ପାକିସ୍ତାନ ମାଟିରୁ ପାକିସ୍ତାନ ଉପରେ ବର୍ଷିଲେ ଭାରତୀୟ ବୈଦେଶିକମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଊଠାଇ କଲେ ଟାର୍ଗେଟ ।

jaysankar

କନକ ବ୍ୟୁରୋ : ପାକିସ୍ତାନ ମାଟିରୁ ପାକିସ୍ତାନ ଉପରେ ବର୍ଷିଲେ ଭାରତୀୟ ବୈଦେଶିକମନ୍ତ୍ରୀ । ଆତଙ୍କବାଦ ପ୍ରସଙ୍ଗ ଊଠାଇ କଲେ ଟାର୍ଗେଟ ।  ଆତଙ୍କବାଦ ଭିତରେ ପାକିସ୍ତାନ ସହ କୌଣସି ପ୍ରକାର ଆଲୋଚନା କରାଯିବନି ବୋଲି ଭାରତ ପୁଣି ଥରେ ସ୍ପଷ୍ଟ କରିଛି । ଆତଙ୍କବାଦ ଓ କୁଟୀନିତି ସମ୍ପର୍କ ଏକାସହ ଆଗେଇପାରିବେନି ବୋଲି କହିଛି ଭାରତ । ଯେବେ ଉଭୟ ଦେଶ ପରସ୍ପରକୁ ସମ୍ମାନ ଓ ସହଯୋଗ କରିବେ ତେବେ ସର୍ମ୍ପକ ମଜଭୂତ ହୋଇପାରିବ  । ଏଥିସହ ସିପିଇସି ପ୍ରସଙ୍ଗ ଉଠାଇ ଚୀନକୁ କଲେ ସମାଲୋଚନା ।ବୈଦେଶିକ ମନ୍ତ୍ରୀ କହିଛନ୍ତି ପଡୋଶୀ ଦେଶର ମନମାନି ଅତ୍ୟନ୍ତ ଚିନ୍ତାର ବିଷୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe