କନକବ୍ୟୁରୋ: ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ । ବିଧାୟକଙ୍କ ପ୍ରଶ୍ନ ଗୃହରେ ରହିଥିଲା ମନ୍ତ୍ରୀ ବିସ୍ତୃତ କରି ବୁଝାଇଲେ , ମୋର ସିଧା ପ୍ରଶ୍ନ । ଆଗାମୀ ୫ ବର୍ଷ ଭିତରେ ରୋଜଗାର ସୃଷ୍ଟି ହେବ କି ନାହିଁ ସମସ୍ତଙ୍କ ସନ୍ଦେହ .. ପୁରୁଣା ଅମିନଙ୍କୁ ପୁନଃ ନିଯୁକ୍ତି ଦିଅନ୍ତୁ , ପ୍ରକୃତରେ ଲୋକଙ୍କ ସମସ୍ୟାର ସମାଧାନ ହେବ ଏହାର ଉତ୍ତର ରଖିଲେ ରାଜ୍ୱସ ମନ୍ତ୍ରୀ ସୁରେଶ ପୁଜାରୀ ରଖି କହିଛନ୍ତି ମାନ୍ୟବର ବିଧାୟକ ହେଉଛନ୍ତି ମୋ ସାନ ଭାଇ ମୁଁ ବଡଭାଇ କିନ୍ତୁ ୨୪ ବର୍ଷରେ ରହିଥିବା ସରକାର ଏବେ ପ୍ରଶ୍ନ ପଚାରିବା ନିନ୍ଦନୀୟ । କିନ୍ତୁ ତାଙ୍କର ବର୍ତ୍ତମାନ ତାଙ୍କର ପରାର୍ମଶକୁ ଗ୍ରହଣ କରୁଛି ମୁଁ ସେମାନଙ୍କ କଥା ବିଚାର କରିବା ମଧ୍ୟ ଉଚିତ ।
ବିଧାନସଭାରେ ଉଠିଲା ଆରଆଇ ଅମିନ ଖାଲି ପଡିଥିବା ପ୍ରସଙ୍ଗ । ଉତ୍ତର ରଖିଲେ ରାଜ୍ୱସ ମନ୍ତ୍ରୀ
ବିଧାନସଭା ଅଧିବେଶନର ଆଜି ହେଉଛି ଅଷ୍ଟମ ଦିନ । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)