ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ :ମୁଖ୍ୟ ଶାସନ ସଚିବଙ୍କୁ ରିର୍ପୋଟ ଦେଲେ କେନ୍ଦ୍ରୀୟ ଟିମ

Advertisment

ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବଙ୍କୁ ରିର୍ପୋଟ ଦେଲା କେନ୍ଦ୍ରୀୟ ଟିମ । ଜନସ୍ୱାସ୍ଥ୍ୟ ନିର୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ବ୍ୟାପୁଥିବା ବାର୍ଡ ଫ୍ଲୁ ର କାରଣ କୁକୁଡା ହୋଇ ନଥାଇପାରେ ।

ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବଙ୍କୁ ରିର୍ପୋଟ ଦେଲା କେନ୍ଦ୍ରୀୟ ଟିମ । ଜନସ୍ୱାସ୍ଥ୍ୟ ନିର୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ବ୍ୟାପୁଥିବା ବାର୍ଡ ଫ୍ଲୁ ର କାରଣ କୁକୁଡା ହୋଇ ନଥାଇପାରେ ।

odisha

କନକବ୍ୟୁରୋ: ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପ୍ରସଙ୍ଗ, ମୁଖ୍ୟ ଶାସନ ସଚିବଙ୍କୁ ରିର୍ପୋଟ ଦେଲା କେନ୍ଦ୍ରୀୟ ଟିମ ।  ଜନସ୍ୱାସ୍ଥ୍ୟ ନିର୍ଦେଶକ ଏ ନେଇ ସୂଚନା ଦେଇଛନ୍ତି । ବ୍ୟାପୁଥିବା ବାର୍ଡ ଫ୍ଲୁ ର କାରଣ କୁକୁଡା ହୋଇ ନଥାଇପାରେ । ଅନ୍ୟ କୌଣସି କାରଣ ହୋଇନଥିବା ବୋଲି କେନ୍ଦ୍ରୀୟ ଟିମ ଆଶଙ୍କା କରିଛନ୍ତି ।

ଜଙ୍ଗଲି ପଶୁପକ୍ଷୀ କିମ୍ବା ପରିବ୍ରାଜକ ପକ୍ଷୀ କାରଣ ହୋଇଥାଇପାରନ୍ତି । ବର୍ତ୍ତମାନ ସୁଦ୍ଧା କୌଣସି ବ୍ୟକ୍ତି ଏହା ଦ୍ୱାରା ସଂକ୍ରମିତ ହୋଇନାହାନ୍ତି । ୩ଜଣଙ୍କୁ ଆଇସୋଲସେନରେ ରଖାଯାଇଥିଲା । କିନ୍ତୁ ସେମାନଙ୍କ ରିର୍ପୋଟ ନେଗେଟିଭ ଆସିଛି , ଅଧିକ ଟେଷ୍ଟିଂ ଓ ସେମ୍ଫୁଲ କଲେକ୍ସନ ବଢାଇବାକୁ ନିର୍ଦେଶ ଦିଆଯାଇଛି ,ପୁରୀ ଅଂଚଳରେ ସ୍ଥିତି ନିୟନ୍ତ୍ରଣରେ ରହିଥିବା କେନ୍ଦ୍ରୀୟ ଟିମ ସୂଚନା ଦେଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe