କନକ ବ୍ୟୁରୋ : କଲମା ପଢିବାକୁ କହି ଭାରତ ଭିତରେ ଆତଙ୍କ ମଚାଇଥିଲେ ପାକିସ୍ତାନୀ ଆତଙ୍କୀ । ଏହାର ପ୍ରତି ଜବାବରେ ଆଜି ପାକିସ୍ତାନ ଭିତରେ ପଶି ତାଣ୍ଡବ କରୁଛି ଭାରତୀୟ ସେନା । ଭାରତୀୟ ସେନା ପାକିସ୍ତାନର କରାଚୀରେ ବୋମାମାଡ କରିଛି, ଫଳରେ ସ୍ଥାନୀୟ ଅନେକ ସହରରେ ନିଆଁ ଲାଗି ଯାଇଛି । ସେହିଭଳି ପୋଖରଣରେ ପାକିସ୍ତାନୀ ଜେଟକୁ ଧ୍ୱଂସ କରିବା ସହ ଲାହୋରରେ ୪ଟି ବଡ଼ ଆକ୍ରମଣ କରିଛି । ଏସବୁ ଭିତରେ ପାକିସ୍ତାନ ପୂରା ଦେଶରେ ବିଜୁଳି ସରବରାହ ବନ୍ଦ କରି ଅନ୍ଧାର କରିଦେଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us