କନକ ବ୍ୟୁରୋ : କଲମା ପଢିବାକୁ କହି ଭାରତ ଭିତରେ ଆତଙ୍କ ମଚାଇଥିଲେ ପାକିସ୍ତାନୀ ଆତଙ୍କୀ । ଏହାର ପ୍ରତି ଜବାବରେ ଆଜି ପାକିସ୍ତାନ ଭିତରେ ପଶି ତାଣ୍ଡବ କରୁଛି ଭାରତୀୟ ସେନା । ଭାରତୀୟ ସେନା ପାକିସ୍ତାନର କରାଚୀରେ ବୋମାମାଡ କରିଛି, ଫଳରେ ସ୍ଥାନୀୟ ଅନେକ ସହରରେ ନିଆଁ ଲାଗି ଯାଇଛି । ସେହିଭଳି ପୋଖରଣରେ ପାକିସ୍ତାନୀ ଜେଟକୁ ଧ୍ୱଂସ କରିବା ସହ ଲାହୋରରେ ୪ଟି ବଡ଼ ଆକ୍ରମଣ କରିଛି । ଏସବୁ ଭିତରେ ପାକିସ୍ତାନ ପୂରା ଦେଶରେ ବିଜୁଳି ସରବରାହ ବନ୍ଦ କରି ଅନ୍ଧାର କରିଦେଇଛି ।
ପାକିସ୍ତାନରେ ତାଣ୍ଡବ କରୁଛି ଭାରତୀୟ ସେନା । ସବୁ ବଡ଼ ସହର ଉପରେ କବଜା, ପୂରା ପାକିସ୍ତାନ ଅନ୍ଧାର
ଫଳରେ ସ୍ଥାନୀୟ ଅନେକ ସହରରେ ନିଆଁ ଲାଗି ଯାଇଛି । ସେହିଭଳି ପୋଖରଣରେ ପାକିସ୍ତାନୀ ଜେଟକୁ ଧ୍ୱଂସ କରିବା ସହ ଲାହୋରରେ ୪ଟି ବଡ଼ ଆକ୍ରମଣ କରିଛି ।
/kanak/media/media_files/2025/05/08/MyQBTfDBCIb40Bud8c7L.jpg)