ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା,ଭୁବନେଶ୍ୱର ଧଉଳି କୌଶଲ୍ୟାଗଙ୍ଗ ଅଂଚଳରୁ ଆସିଲା ଅଭାବନୀୟ ଚିତ୍ର

Advertisment

ମାସକର ଶିଶୁକନ୍ୟାକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା। ଭୁବନେଶ୍ବର ଧଉଳି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ଜଣେ ଯୁବକଙ୍କ ଘର ଆଗରେ ଯୁବତୀ ଧାରଣାରେ ବସିଛନ୍ତି

ମାସକର ଶିଶୁକନ୍ୟାକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା। ଭୁବନେଶ୍ବର ଧଉଳି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ଜଣେ ଯୁବକଙ୍କ ଘର ଆଗରେ ଯୁବତୀ ଧାରଣାରେ ବସିଛନ୍ତି

strike in house

କନକବ୍ୟୁରୋ: ମାସକର ଶିଶୁକନ୍ୟାକୁ ଧରି ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା। ଭୁବନେଶ୍ବର ଧଉଳି କୌଶଲ୍ୟାଗଙ୍ଗ ଫାଣ୍ଡି ଅଧୀନ ପୁବାଶାସନ ଗ୍ରାମର ଜଣେ ଯୁବକଙ୍କ ଘର ଆଗରେ ଯୁବତୀ ଧାରଣାରେ ବସିଛନ୍ତି କ୍ଷ ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।  ଯୁବତୀ ଜଣଙ୍କ ଗତକାଲିଠୁ ଯୁବତୀ ଜଣଙ୍କ ଧାରଣାରେ ବସି ରହିଛନ୍ତି ।  ଯୁବତୀ ଧାରଣାରେ ବସିଥିବା ବେଳେ ପ୍ରେମିକଙ୍କ ଘର ଲୋକ ଗେଟ ଭିତର ପଟୁ ତାଲା ପକାଇ ଦେଇଥିଲେ। ପରେ ଯୁବତୀ ଜଣଙ୍କ ଗେଟର ବାହାର ପଟୁ ତାଲା ପକାଇ ଦେଇଥିଲେ ।  

ପୁଲିସ ଘଟଣା ସ୍ଥଳରେ ପହଂଚି ବାହାର ପଟର ତାଲା ଖୋଲିଛି । ସୂଚନା ମୁତାବକ,  ଭୁବନେଶ୍ୱର ସ୍ଥିତ ଏକ ପାଥଲ୍ୟାବରେ ଉଭୟ ଯୁବକ ଓ ଯୁବତୀଙ୍କ  କାମ କରୁଥିଲେ । ସେଠାରୁ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢି ଉଠିଥିଲା । ପରବର୍ତ୍ତୀ ସମୟରେ ଯୁବତୀ ଜଣଙ୍କ ଗୁଡ଼ିଆପୋଖରି ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲେ । ପୁଲିସ ଉକ୍ତ ଘଟଣା ଉପରେ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe