ସରିଲା ପୂଣ୍ୟର ମାସ କାର୍ତ୍ତିକ । କାଳିଆ ପାଖେ ବ୍ରତ ସାରି ଘରମୁହାଁ ହବିଷ୍ୟାଳି

Advertisment

ହବିଷ୍ୟାଳୀ ରହଣୀସ୍ଥଳ ଛାଡ଼ି ନିଜ ଦୈନନ୍ଦିନ ଜୀବନ ଜଞ୍ଜାଳକୁ ଫେରିବା ପୂର୍ବରୁ ନିଜ ଦୁଃଖ ସୁଖ ବାଣ୍ଟିଛନ୍ତି ହବିଷ୍ୟାଳୀ ମାନେ । ଏବଂ ପୁରୀ ଛାଡ଼ିବା ପୂର୍ବରୁ ନିଜ ବନ୍ଧୁ ପରିଜନଙ୍କ ପାଇଁ ବିଭିନ୍ନ ଆସବା ପତ୍ର କିଣି ନେଇଛନ୍ତି। ଆର ବର୍ଷକୁ ପୁଣି ଆସି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ରଖିଛନ୍ତି। 

òZ\^ZK^_^

କନକ ବ୍ୟୁରୋ :  ସରିଲା ପୁଣ୍ୟର ମାସ କାର୍ତ୍ତିକ। କାଳିଆ ପାଖେ ବ୍ରତ ସାରି ହବିଷ୍ୟାଳି ଘରମୁହାଁ । ସାଙ୍ଗ ସାଥୀଙ୍କଠୁ ବିଚ୍ଛେଦ ହେବା ଦୁଃଖରେ ପରସ୍ପର କୁଣ୍ଡାଇ ଧରି କାନ୍ଦି ପକାଉଛନ୍ତି ହବିଷ୍ୟାଳୀ। କିଏ ଖୁସିରେ ସାଥୀ ହବିଷ୍ୟାଳୀଙ୍କୁ କୁଣ୍ଡାଇ ପକାଉଛନ୍ତି ତ ଆଉ କିଏ ମୋବାଇଲ ନମ୍ବର ଆଦାନ ପ୍ରଦାନ କରୁଛନ୍ତି । ହବିଷ୍ୟାଳୀ ରହଣୀସ୍ଥଳ ଛାଡ଼ି ନିଜ ଦୈନନ୍ଦିନ ଜୀବନ ଜଞ୍ଜାଳକୁ ଫେରିବା ପୂର୍ବରୁ ନିଜ ଦୁଃଖ ସୁଖ ବାଣ୍ଟିଛନ୍ତି ହବିଷ୍ୟାଳୀ ମାନେ । ଏବଂ ପୁରୀ ଛାଡ଼ିବା ପୂର୍ବରୁ ନିଜ ବନ୍ଧୁ ପରିଜନଙ୍କ ପାଇଁ ବିଭିନ୍ନ ଆସବା ପତ୍ର କିଣି ନେଇଛନ୍ତି। ଆର ବର୍ଷକୁ ପୁଣି ଆସି ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ବୋଲି ଆଶା ରଖିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe