ଚାଲିଛି ପୁଣ୍ୟର ମାସ କାର୍ତ୍ତିକ, ହବିଷ୍ୟାଳିଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର

ପ୍ରଥମ ସୋମବାରରେ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ଼ ।

ଚାଲିଛି  ପୁଣ୍ୟର ମାସ କାର୍ତ୍ତିକ।

ଚାଲିଛି ପୁଣ୍ୟର ମାସ କାର୍ତ୍ତିକ। Photograph: (KanakNews)

କନକ ବ୍ୟୁରୋ:  ଚାଲିଛି  ପୁଣ୍ୟର ମାସ କାର୍ତ୍ତିକ ।  ହବିଷ୍ୟାଳୀଙ୍କ ଗହଳି ଚହଳିରେ ପୁରି ଉଠୁଛି ଶ୍ରୀକ୍ଷେତ୍ର। ଏକ ମାସ ଧରି ଚାଲିବାକୁ ଥିବା ବ୍ରତଧାରୀଙ୍କ ପୂଜା ରେ ଗୁଞ୍ଜରିତ ହେଉଛି ପବିତ୍ର ପୁରୀ ।

ଆଜି କାର୍ତ୍ତିକ ମାସର ପ୍ରଥମ ସୋମବାର ରହିଥିବାରୁ ଶ୍ରୀମନ୍ଦିର ସମେତ ବିଭିନ୍ନ ଶୈବ ପୀଠ ଗୁଡିକ ରେ ଭିଡ଼ ଦେଖିବାକୁ ମିଳିଛି ।  ଶ୍ରୀ ମନ୍ଦିରରେ ମହାପ୍ରଭୁ ଙ୍କ ବାଳଧୂପ ନୀତି ସହ ଚାଲିଛି କାର୍ତ୍ତିକ ମାସର ସ୍ବତନ୍ତ୍ର ନୀତିକାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe