କନକ ବ୍ୟୁରୋ : ଗାନ୍ଧିମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ । ସେହିପରି କଟକରେ ପତାକା ଉତ୍ତୋଳନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ସମାରୋହରେ କଟକ ଏବଂ ଭୁବନେଶ୍ବରରେ ଉଡିଲା ତ୍ରିରଙ୍ଗ ।
କଟକ ବିଡାନାସୀ ପଡିଆରେ ପତାକା ଉତ୍ତଳେନ କଲେ ମୁଖ୍ୟମନ୍ତ୍ରୀ । ଗାନ୍ଧିମାର୍ଗରେ ଚାଲିଛି ଏନସିସି ଛାତ୍ରଛାତ୍ରୀଙ୍କ ପରେଡ । ୪୯ ମାର୍ଚ୍ଚିଂ କଣ୍ଟିନଜେଣ୍ଟ ଦ୍ବାରା ପରେଡ୍ ପ୍ରଦର୍ଶିତ କରାଯାଉଛି । ୧୨୦ ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଝାଡ଼ଖଣ୍ଡ ପୁଲିସ, ଓଆଇଏସଫ, ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏଫ , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଛାତ୍ରଛାତ୍ରୀ ପରେଡରେ ଅଂଶଗ୍ରହଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/26/9HokutvLYfOQEAC9FkVr.jpg)